-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||     

HOME   ଜିଲ୍ଲା

ଇଥାନଲ କାରଖାନା କୁ ହଟାଇବା ନେଇ ତେଜିଲେ ଗ୍ରାମବାସୀ ୫୦୫ ପିଇବୁ ବୋଲି ଆତ୍ମହତ୍ୟା ର ଚେତାବନୀ !

19-Jul-2023



ବରଗଡ଼:-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ମନୋହରପାଲି ଗ୍ରାମରେ ବେଆଇନ ଭାବେ ଗଢ଼ି ଉଠିଥିବା ଇଥାନଲ କାରଖାନା ବନ୍ଦ ଦାବୀ କୁ ନେଇ ଅଞ୍ଚଳ ତଥା ପାଖାପାଖି ଗାଁ ମାନଙ୍କରେ ଆନ୍ଦୋଳନ ଉଗ୍ରରୂପ ରେ ପହଞ୍ଚି ସାରିଛି।ଏହି ଇଥାନଲ କାରଖାନା କୁ ସବୁଦିନ ପାଇଁ ଆମ ଅଞ୍ଚଳରୁ ହଟାଇବା ନେଇ ମନୋହରପାଲି ଗ୍ରାମବାସୀ ଏକତ୍ରିତ ଭାବେ ବାହାରି ସାଙ୍ଗକୁ ଘରମାନଙ୍କୁ ଏପରିକି ରୋଷେଇ କାର୍ଯ୍ୟ ବନ୍ଦ କରି ଦୀର୍ଘ ୨ ଦିନ ହେଲା ରାଜରାସ୍ତା ରେ ତଥା କାରଖାନାକୁ ଯିବା ରାସ୍ତା କୁ ସମ୍ପୁର୍ଣ୍ଣ ଅବରୋଧ କରିବାସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଏପରିକି କାରଖାନା ମାଲିକ ନିଜ କାରଖାନ କୁ ରାସ୍ତା ସଂଯୋଗ ପାଇଁ ପ୍ରୟାସ ଜାରି ରଖିଥିବା ସମୟରେ ଇଲେଟ୍ରିକ୍ ପୋଲ ଭାଙ୍ଗିବା ସହ ଗାଈଗୋରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଉକ୍ତ ରାସ୍ତା ବନ୍ଦ କରିଦେବା ସହ ଯୁଦ୍ଧ କାଳୀନ ଭିତ୍ତିରେ ପାଚେରୀ ଟିଏ ନିର୍ମାଣ ଦେଇଛନ୍ତି।ଏ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଖବର ପାଇଁ ପଦ୍ମପୁର ଉପଜିଲ୍ଲାପାଳ ସଦାନନ୍ଦ କୁମ୍ଭାର,ଏସଡିପିଓ ବିଭୁତି ଭୂଷଣ ଭୋଇ,ବିଜେପୁର ତହସିଲଦାର ଆର୍ତ୍ତତ୍ରାଣ ଥାଟୀ,ଥାନାଧିକାରୀ ବିଜେପୁର,ସୋହେଲା ଏବଂ ମେଲଛାମୁଣ୍ଡା ସଦଳବଳେ ଘଟଣା ସ୍ଥାନରେ ପହଞ୍ଚିଥିଲେ।ପରିସ୍ଥିତି ଅଣାୟତ ହେବାରୁ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।ଅଧିକାରୀ ମାନେ ଗ୍ରାମବାସୀଙ୍କ ସହ ଆଲୋଚନା କଲାବେଳେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।ଏପରିକି ଆନ୍ଦୋଳନରତ ମହିଳା ମାନେ କିଟନାଶକ ଔଷଧ ଧରି ଉକ୍ତ କାରଖାନା ବନ୍ଦ କରାନଗଲେ ସମୁହ ଆତ୍ମହତ୍ୟା କରିବାକୁ ଚରମବାଣୀ ଶୁଣାଇଛନ୍ତି।ଉକ୍ତ କାରଖାନା ଚାଲୁ ହେବା ଫଳରେ କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ପାଇଁ ଲୋକେ ଅଣନିଶ୍ୱାସୀ ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କଥାଟି ପ୍ରଶାସନଙ୍କ ସାମ୍ନାରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏମିତି କି କାରଖାନାରେ କାର୍ଯ୍ୟରତ ଜୈନେକ କର୍ମଚାରୀ ଗ୍ରାମବାସୀଙ୍କୁ ମାତ୍ର ୨ ଲିଟର ପେଟ୍ରୋଲ ଢ଼ାଳି ମାରିଦେବୁ ବୋଲି ଗ୍ରାମର ଜଣେ ସଚେତନ ନାଗରିକ ତାଙ୍କ ପ୍ରତିକ୍ରିୟା ରେ ଦର୍ଶାଇଛନ୍ତି।ପ୍ରବଳ ଦୁର୍ଗନ୍ଧ ନିର୍ଗତ ଫଳରେ କାରଖାନା କୁ ଲାଗି ପାଖରେ ଥିବା ପ୍ରାଥମିକ ସ୍କୁଲ କୁ ପଢ଼ିବା ପାଇଁ ଅମଙ୍ଗତା ଫଳରେ ସ୍କୁଲ ବନ୍ଦ ଅଛି। ଗ୍ରାମରୁ ମାତ୍ର

୫୦ ମିଟର ଦୂରରେ ଗଢି ଉଠିଥିବା ଏହି ଇଥାନଲ ପ୍ରକଳ୍ପ ପାଇଁ କେଉ‌ଁ ଆଧାରରେ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ କ୍ଲିନ ଚିଟ୍ ପ୍ରଦାନ କରିଛି ତାହା ସନ୍ଦେହ ଘେରରେ।ପୁଣି ଆଜି ଗ୍ରାମବାସୀ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ,ଆଜି ପର୍ଯ୍ୟନ୍ତ ପ୍ରଶାସନ ବୋଧହୁଏ ନିଘୋଡ଼ ନିଦ୍ରାରେ ଥିଲା।ଆମେ ଆନ୍ଦୋଳନ କୁ ଓହ୍ଲାଇଲା ପରେ ଯାଇ ଆଜି ଭଳି ଦିନରେ ଆମ୍ ମାନଙ୍କୁ ପେଣ୍ଟସାର୍ଟ ପିନ୍ଧା ଅଧିକାରୀ ମାନଙ୍କ ଦର୍ଶନର ସୁଯୋଗ ମିଳିଛି।ପରେ ଉପଜିଲ୍ଲାପାଳ ଆନ୍ଦୋଳନ କାରୀ ଙ୍କୁ ବୁଝାସୁଝା କରି ଆସନ୍ତା ମାସ ୧ ତାରିଖ ପର୍ଯ୍ୟନ୍ତ ଏନେଇ ସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଆନ୍ଦୋଳନ କାରୀ ମାନେ ଓହରୀ ଯାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026

You Might Also Like