-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
11-Dec-2020
ତାଲଚେର, (ପ୍ରେରଣା ଖବର)- ତାଳଚେର ସାର କାରଖାନାରେ କାର୍ଯ୍ୟକାରୀ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୈଠକରେ ଉପସ୍ଥିତ ଥିଲେ କେନ୍ଦ୍ର କୋଇଲା ମନ୍ତ୍ରୀ ଓ ଖଣି ମନ୍ତ୍ରୀ ଏବଂ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ। କାରଖାନା ପାଇଁ ଥିବା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ।
ତାଳଚେର ସାର କାରଖାନା ହେବ ଦେଶର ପ୍ରଥମ କୋଇଲା ଗ୍ୟାସୀୟକରଣ କାରଖାନା। ତାଳଚେର ସାର କାରଖାନା ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ: ଧର୍ମେନ୍ଦ୍ର ପ୍ରଧାନ