-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
26-Jun-2023
କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଂଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିପିଇଓ ଯୁଗଳ କିଶୋର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ ଗ୍ରାମ୍ୟ ଜଳ ପରିମଳ ମିଶନ ସହକାରୀ ଯନ୍ତ୍ରୀ ବିଭୁତି କିଷାନ, ,ସରପଞ୍ଚ ପଞ୍ଚାନନ ବାଗ , ସମିତି ସଭ୍ୟ ଆନନ୍ଦ ନାଗ,ପଞ୍ଚାୟତ କାର୍ୟ୍ଯ ନିର୍ବାହୀ ଅଧିକାରୀ ପାରମାନନ୍ଦ ମାଝୀ,ଗ୍ରାମ ରୋଜଗାର ସେବକ ଶିବ କୁମାର ଭୋଇ, ସ୍ୱଚ୍ଛ ଭାରତ ମିଶନ ବିପିସିଦେବରାଜ ମେହେର, ପ୍ରାଣୀ ଚିକିତ୍ସକ ହେମରାଜ ରଣା,ଓଡିଶା ଜୀବନ ଜୀବିକା ମିଶନ ଭାରପ୍ରାପ୍ତ ବିପିଏମ୍ ଲଳିତ ବିଶି,ଯୋଗାଣ ସହାୟକ ଫକୀର ଚରଣ ବାଗ,ଡିଇଓ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ଗ୍ରାମୀଣ ଆବାସ ୯୫ ଜଣ ଓ ଅନ୍ୟାନ୍ୟ ବିଭାଗ କୁ ମିଶେଇ ମୋଟ ୯୭ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା ।