-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
26-Jun-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁର ପୋଲିସ ତଥା ସୋନପୁର ଥାନାରେ କାର୍ଯ୍ୟରତ ସୁଜାତା ମିଞ୍ଜ କଳିଙ୍ଗ ଷ୍ଟାଡିଅମ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏଥଲେଟ ମିଟ ଡ଼ିସକସ ଥ୍ରୋ ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ର ଗୌରବ ବଢ଼ାଇଛନ୍ତି l ସେ ଆଜି ଜିଲ୍ଲାକୁ ଫେରିବା ପରେ ପ୍ରଥମେ ସୁବର୍ଣ୍ଣପୁର ପୋଲିସ ପରିବାର ତରଫରୁ ଦିନେଶ ମିଶ୍ର ଙ୍କର ନେତୃତ୍ୱ ରେ ତାଙ୍କୁ ସୋନପୁର ଥାନା ରେ ଭାବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇ ଏ ଦିଗରେ ତାଙ୍କୁ ସଫଳତା କାମନା କରାଯାଇଥିଲା l