-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
19-Jun-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ ବ୍ଲକ ଅନ୍ତର୍ଗତ ଟୁପାଉଡାର ପଂଚାୟତ ରେ ବିଜେଡି ପକ୍ଷରୁ ପରିବାର ସଂପର୍କ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ନେତା ଅଜୟ ଦାସ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ରାଜ୍ଯ ସରକାରଙ୍କ ଜନ ହିତକର ଯୋଜନା ସଂପର୍କ ରେ ଆଲୋକପାତ କରିଥିଲେ। ସରକାରୀ ଯୋଜନା ର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା କୁ ଶ୍ରୀ ଦାସ ଆହ୍ବାନ କରି ଥିଲେ। ମିନିକେତନ ପାତ୍ର, ବୁଟୁ ଭୋଇ, ରାମନାଥ ଛୁରା ପ୍ରବୀର ହରପାଲ ଗୋପବନ୍ଧୁ ମିଶ୍ର, ତରଣୀସେନ ବାଗ, ନୀଳକଣ୍ଠ ମାଝୀ, ଗୌତମ ମାଝୀ, ଲିଙ୍ଗ ଜାନୀ, ଧର୍ମେନ୍ଦ୍ର ହାତୀ, ଅକ୍ଷ ସେଲମା, ଅନୀରୁଦ୍ଦ ଭୋଇ, ଦୀଲୀପ ମହାନନ୍ଦ, ପରମା ଘିଭେଲା, କରୁଣା ସାହୁ, ରମେଶ ମିଶ୍ର ହେମସାଗର ଗହୀର, ଦାନର ପୁଟେଲ, ଅକୁର ଦୀପ ପ୍ରମୁଖ କ୍ରାର୍ଯକ୍ରମରେ ସାମିଲ ଥିଲେ।