-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Jun-2023
ବଲାଙ୍ଗିର(ଦେବାଶିଷ ବହିଦାର)-ଆଜି ବଲାଙ୍ଗୀର ଅବକାରୀ ବିଭାଗ ପକ୍ଷରୁ ବଲାଙ୍ଗୀର ସଦର ବ୍ଲକ ମାକରଚୁଆଁ ଛକ୍ ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦଇୁ ଜଣ ଗଂଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ ଗଟିଏ ବାଇକ୍ (ଡିଭିଏସ୍ ଏ୍ସଏଲ୍ ସୁପର୍ ଡିଲକ୍ସ)ଓ ୭କେଜି ଗଂଜେଇ ଜବତ କରିଛି । ତୁଷୁରା ଥାନା ଅନ୍ତର୍ଗତ ଟିକେରାମ ଦୀପ ଓ ଉତ୍ତରପ୍ରଦେଶର ଧୀରେନ୍ଦ୍ର ନିସାଦଙ୍କୁ ଗିରଫ କରିଛି । ଦୁଇ ଅପରାଧୀ ଙ୍କ କୋର୍ଟ ଚାଲାଣ କରାଯାଇଛି ।