-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
08-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର: IPS ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି। ଗଜଭିୟେଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ କୋର୍ଟ ଖାରଜ କରିଛନ୍ତି। ମାଲକାନଗିରି SP ଥିବା ବେଳେ ହୋଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ନକ୍ସଲ ଅପରେସନ୍ ପୁରସ୍କାର ରାଶିକୁ ନେଇ ହୋଇଥିଲା ବିବାଦ। ୨୦୦୨ ବ୍ୟାଚ୍ ଆଇପିଏସ୍ ସତୀଶ ଗଜଭିୟେଙ୍କୁ ଏସ୍ପି କମ୍ପ୍ୟୁଟର ଦାୟିତ୍ୱରେ ଅଛନ୍ତି।
ସାରଥୀ ବାବା ମାମଲାରେ ସେତେବେଳର କେନ୍ଦ୍ରାପଡା ଏସପି ସତୀଶ ଗଜଭିୟେ ନିଲମ୍ବିତ ହୋଇଥିଲେ। ଜନସାଧାରଣଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିବା, ଜନସାଧାରଣଙ୍କୁ ଅନୁଚିତ ବ୍ୟବହାର ଓ ଅଲଇଣ୍ଡିଆ ସର୍ଭିଲ ରୁଲର ଉଲ୍ଲଘଂନ ଅଭିଯୋଗରେ ତାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିଲେ। ଏହାପରେ ତାଙ୍କୁ ବଦଳି କରାଯାଇଥିଲା।