-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
15-Apr-2023
କଳାହାଣ୍ଡି,କୋକସରା(ତ୍ରିନଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉ ଡୋଳା ଗ୍ରାମ ଠାରେ ବାଲି ଯାତ୍ରା ଅନୁଷ୍ଠିତ ହେଉଅଛି । ସୂଚନା ଯୋଗ୍ୟ ଯେ ଏଠାରେ ୪୭ ବର୍ଷ ପୂର୍ବେ ବାଲି ଯାତ୍ରା ଅନୁଷ୍ଠିତ ହୋଇଥିଲା , ସେହି ପୂରାତନ ପରମ୍ପରା କୁ ବଜାଇ ରଖିବାପାଇଁ ଗ୍ରାମର ସମସ୍ତ ଭଦ୍ର ବ୍ୟକ୍ତି ଏକ ବୈଠକ ଆୟୋଜନ କରି ଗ୍ରାମର ସମସ୍ତ ଦେବ।ଦେବୀ ଙ୍କୁ ସନ୍ତୁଷ୍ଟି କରିବାପାଇଁ ବାଲି ଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏହା ଏକ ମାସ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । କାଶୀ ପୁର ମୁନୁସ ଗାଁ ଠାରୁ ଗୁରୁ ମାଏ ଲଖି ମାଝୀ ଗ୍ରାମ ପୂଝାରୀ ଦୁସ୍ମନ୍ତ ମାଝୀ, ଈଶ୍ୱର ମାଝୀ, କୈଳାଶ ପୂଝାରୀ, କାର୍ତ୍ତିକ ମାଝୀ ପୂଜା ଦାୟିତ୍ଵ ରେ ଥିବାବେଳେ,
ସର୍ବ ସମ୍ମତି କ୍ରମେ ସଭାପତି ଭାବରେ କାଉ ଡୋଳା ଗ୍ରାମ ର ଶଶି କାନ୍ତ ପଣ୍ଡା ସମ୍ପାଦକ ବିସମ ସାହୁ କଷା ଦକ୍ଷ ଗଣେଶ୍ୱର ସତ ନାମୀ , ମେମ୍ୱର ଭାବରେ ବୁଟୁ ନାଥ ସର।ବୁ, ଗଜେନ୍ଦ୍ର ବେଶ୍ରା , ବଳବ ବେଶ୍ରା, ଦୁର୍ଯୋଧନ ବେଶ୍ରା, କାମଦେବ ବେଶ୍ରା , ବାଲେଶ୍ବର ବେଶ୍ରା ଓ ଗ୍ରାମର ସମସ୍ତ ଭଦ୍ର ବ୍ୟକ୍ତିଓ ମହିଳା ମାନେ ସାହାଯ୍ୟ ସହଯୋଗ କରିଛନ୍ତି lଆଜି ବାଲି ଯାତ୍ରା କୁ 18 ଦିନ ବିତୀ ଯାଇ ଅଛି । ଏହି ବାଲି ଯାତ୍ରା ବହୁତ ଆନନ୍ଦ ର ସହିତ ପାଳିତ ହେଉ ଥିବା ଦେଖି ବାକୁ ମିଳିଛି l
ଯୁବ କମିଟି ସଦସ୍ୟ ଭିକାରୀ ଚରଣ ମାଝୀ, ବଂଶି ଧର ବେଶ୍ରା ତୋଫାନ ନାୟକ ,ମଳୟ ବେଶ୍ର।ଓ ଗ୍ରାମର ପ୍ରତେକ ଲୋକ ମାନେ ସାହାଯ୍ୟ ସହଯୋଗ କରି କରୁଥିବା ଦେଖିବାକୁ ମିଲି ଥିଲା l