-+91-9937148622 |

prerana_bgr@rediffmail.com |

  Saturday 14th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   (14-Mar-2026)       ||      *ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   (14-Mar-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (14-Mar-2026)       ||      *ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   (14-Mar-2026)       ||      ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   (14-Mar-2026)       ||      ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   (13-Mar-2026)       ||      ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   (13-Mar-2026)       ||      ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ    (13-Mar-2026)       ||      ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   (13-Mar-2026)       ||      *ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   (13-Mar-2026)       ||      ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   (13-Mar-2026)       ||      ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   (13-Mar-2026)       ||      *ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   (13-Mar-2026)       ||      ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Mar-2026)       ||      ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ ♦️ଆପାତକାଳୀନ ପରିସ୍ଥିତି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ମିଳିବ ଗ୍ୟାସ ଓ ଟି ପି ମାଧ୍ୟମରେ ଗ୍ୟାସ ବୁକିଙ୍ଗ ଓ ଡେଲିଭରୀ ଉପରେ ଗୁରୁତ୍ୱ    (13-Mar-2026)       ||      ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ-୨୦୨୬ ଅନୁଷ୍ଠିତ   (13-Mar-2026)       ||      ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   (13-Mar-2026)       ||      ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   (13-Mar-2026)       ||      ଖଡ଼ିଛୁଆଁ ପୂର୍ବରୁ ଶିଶୁ ବାଟିକା ପିଲାଙ୍କ ନାମ ନିଶ୍ଚିତ ପାଇଁ ସିଆରସିସିଙ୍କ ପ୍ରୟାସ   (13-Mar-2026)       ||      ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ   (13-Mar-2026)       ||     

HOME   ଜିଲ୍ଲା

ବୀରମହାରାଜପୁର ରେ ଉଦଘାଟିତ ହେଲା ଲୋକମହୋତ୍ସବ ମାଲେଶ୍ରୀ

06-Apr-2023



ବୀରମହାରାଜପୁର,(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଅଷ୍ଟମ ଲୋକ ମହୋତ୍ସବ 'ମାଲେଶ୍ରୀ-୨୦୨୩ ' ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି। ବୀର ମାଟି ବୀରମହାରାଜପୁର ଆଜି ଦୁଲୁକି ଥିବା ବେଳେ ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ଉତ୍ସବକୁ ଫିକା କରିଛି। ସେମାନଙ୍କର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଛି। ବୀରମହାରାଜପୁର ଲୋକ ମହୋତ୍ସବ କମିଟି, ଓଡ଼ିଶା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ତଥା ଓରମାସର ସହଯୋଗରେ ଆୟୋଜିତ ମାଲେଶ୍ରୀ ମହୋତ୍ସବ ଉଦଘାଟନୀ ଉତ୍ସବକୁ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଉଦଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ (ରାଜସ୍ୱ) ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ମହୋତ୍ସ କମିଟିର ଅଧ୍ୟକ୍ଷ ତଥା ସ୍ଥାନୀୟ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ।‌ପ୍ରଭାସ ଦାସ ଓ ସାଥୀ ' ଆଇଲା ମାଲେଶିରି ତିହାର' ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ମହୋତ୍ସବର ପରିଚାଳନା କମିଟି ସମ୍ପାଦକ ସ୍ବୟମ୍ଭୁନାଥ ଖଣ୍ଡଗିରି ସ୍ବାଗତ ଭାଷଣ ଦେଇଥିଲେ। ହୃଷିକେଶ ଚାନ୍ଦ ସଭାର ସଂଯୋଜନା କରିଥିବା ବେଳେ କିଶୋର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। କଣ୍ଠଶିଳ୍ପୀ ଶତୃଘ୍ନ ଲୁହାଙ୍କ ଦ୍ବାରା ପ୍ରଥମେ ମାଲେଶ୍ରୀ ବନ୍ଦନା 'ତୋର ପାଦେ ଜନାନ' ଗାନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶଶିମଣି ଓ ସାଥୀ ଓଡ଼ିଶୀ ନୃତ୍ୟ, ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବିନିକାର ମାହେଶ୍ୱରୀ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ସମ୍ବଲପୁରର ଲହରୀ ଅନୁଷ୍ଠାନ,ବରଗଡ ନୁପୁର କଳା ପରିଷଦ ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ସ୍ଥାନୀୟ କଳାକାର ଙ୍କ କରମସାନୀ ଓ ଶବର- ଶବରୀ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରୀତିମୟୀ ମିଶ୍ର , ଅବିନାଶ ହୋତା ଓ ଲକ୍ଷ୍ମୀନାରାୟଣ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା। ବିଭିନ୍ନ ଷ୍ଟଲରେ ପଲ୍ଲୀଶ୍ରୀ ମେଳା ଓ ଉନ୍ନୟନ ପ୍ରଦର୍ଶନୀ ଉତ୍ସବର ଅନ୍ୟତମ ଆକର୍ଷଣ


News Comment




Photo in News

Advertisment
Lastest News
  ଜିଲ୍ଲା  
*ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   14-Mar-2026
  ଜିଲ୍ଲା  
*ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   14-Mar-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   14-Mar-2026
  ଜିଲ୍ଲା  
*ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   14-Mar-2026
  ଜିଲ୍ଲା  
ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   14-Mar-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   13-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   13-Mar-2026
  ଜିଲ୍ଲା  
ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ   13-Mar-2026
  ଜିଲ୍ଲା  
ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   13-Mar-2026
  ଜିଲ୍ଲା  
*ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   13-Mar-2026
  ଜିଲ୍ଲା  
ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   13-Mar-2026
  ଜିଲ୍ଲା  
ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   13-Mar-2026

You Might Also Like