-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ବିଲ୍ ପ୍ରଦାନରେ ଜେଇଙ୍କର ମନମୁଖୀ କାର୍ଯ୍ୟଯୋଗୁଁ   ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରରେ ତାଲା ପଡିଛି , ଠିକାଦାର ଚାବି ଦେବାକୁ ଅମଙ୍ଗ

06-Apr-2023



ନାକଟିଦେଉଳ(କନ୍ଦର୍ପ ବେହେରା) - ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡି କେନ୍ଦ୍ରର  କୋଠା କେବେଠୁ ସଂପୂର୍ଣ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ଅଙ୍ଗନଓାଡି କର୍ମୀକୁ   ହସ୍ତାନ୍ତର କରୁ ନ ଥିବା ଜଣା ପଡିଛି ।
   ଅନୁସନ୍ଧାନରୁ ଜଣା ପଡିଛି ଯେ ,ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡିର କୋଠା କାମ ତଥା ଅନ୍ୟାନ୍ୟ କାମ କେବେଠୁ ସରିଲାଣି । ଏହି କୋଠା ପାଇଁ  ବିଭିନ୍ନ ପର୍ଯ୍ୟାୟରେ ସରକାର ୮ ଲକ୍ଷ ୨୦ ହଜାର ଟଙ୍କା ମଞୁର କରିଥିଲେ ।  ଏହି କାମ ଜେଇଙ୍କ ନାମରେ ଥିଲେ ମଧ୍ୟ କାର୍ଯ୍ୟ ସୁରୁଖୁରୁରେ ଚାଲିବା  ପାଇଁ ଗ୍ରାମର ସୁବଳ ସାହୁଙ୍କୁ କାର୍ଯ୍ୟ ନ୍ୟସ୍ତ କରାଯାଇଥିଲା । ପ୍ରଥମ ରୁ ନାକଟିଦେଉଳ ବ୍ଲକ୍ ର ଜେଇ ଅଜିତ୍ ବେହେରା ଏହି କାର୍ଯ୍ୟ ତଦାରଖ କରିବା ସହ କାମ ମଧ୍ୟ ତଦାରଖ କରି  ବିଲ୍ ପ୍ରଦାନ କରୁଥିଲେ । ମୋଟ୍ ୫ ଲକ୍ଷ ଟଙ୍କାର ବିଲ୍ ଜେଇ ଅଜିତ୍ ବେହେରା  କାର୍ଯ୍ୟ ତଦାରଖ କରୁଥିବା ସୁବଳ ସାହୁଙ୍କୁ ପ୍ରଦାନ କରିସାରିଥିବା ବେଳେ ପରବର୍ତୀ ମୁହୁର୍ତରେ ସେ ବାକି ୩ ଲକ୍ଷ୨୦ ହଜାର ଟଙ୍କା  ବିଲ୍ କରି ନ ଥିଲେ । ଯା ଫଳରେ ଶ୍ରମିକ ମାନେ ମଧ୍ୟ ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି ।  ଶିମିଳିପାଳ ପଂଚାୟତ ଅଧୀନରେ ଜେଇ ଭାବରେ ସୁରଭି ପ୍ରଧାନ ଯୋଗ ଦେଇଥିଲେ ମଧ୍ୟ  ବହୁ ଦିନ ପର୍ଯ୍ୟନ୍ତ ଜେଇ ଅଜିତ୍ ବେହେରା ଫାଇଲ୍ ରଖି ଏହି ବିଲ୍ କରୁ ନ ଥିବା ଜଣା ପଡିଛି । ଜେଇ ଅଜିତ୍ ବେହେରା ପ୍ରଥମରୁ ହିଁ ଏହି ଅଙ୍ଗନଓାଡି କାମର ବିଲ୍ ଭାଉଚର କରୁଥିବା ବେଳେ ପରବର୍ତୀ ମୁହୁର୍ତରେ କଣ ପାଇଁ ଫାଇଲକୁ ଫେରାଇ ଦେଇ ଥିଲେ ତାହା ଆଦୈା ବୁଝା ପଡୁନାହିଁ । ଜେଇ ଅଜିତ୍ ବେହେରାଙ୍କ ମନମୁଖି କାର୍ଯ୍ୟ ତଥା ଅସହଯୋଗ ଯୋଗୁଁ ଆଜି ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରରେ ତାଲା ପଡିଛି । କାର୍ଯ୍ୟ ତଦାରଖ କରୁଥିବା ସୁବଳ ସାହୁ ଟଙ୍କା ନ ଦେଲେ ମୁଁ ଚାବି ଦେବି ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି ।  ଏନ୍‌ଆର୍‌ଇଜିଏସ୍ ରେ ଆସିଥିବା ୨ଲକ୍ଷ  ଟଙ୍କା ରୁ  ଶ୍ରମିକ ଭାବରେ କାମ କରିଥିବା ନନ୍ଦି ପ୍ରଧାନ , ସୈାଦାମିନୀ ପ୍ରଧାନ , ନଳିନୀ ପ୍ରଧାନ, ଦିନବନ୍ଧୁ ପ୍ରଧାନ , ଜ୍ୟୈାତିମଞରୀ ପ୍ରଧାନ , ମହେନ୍ଦ୍ର ସାହୁ , ଚଂଚଳା ସାହୁ , ନିଶାମଣୀ ବେହେରା ପ୍ରମୁଖ  ଦିର୍ଘମାସ ହେଲା ମଜୁରି ପାଇ  ନ ଥିବା ଅଭିଯୋଗ ହୋଇଛି । ଅଙ୍ଗନଓାଡିରେ ଚାଉଳ ତଥା ପିଲାଙ୍କ ପାଇଁ ଆସୁଥିବା ବିଭିନ୍ନପ୍ରକାର ଉପକରଣ ରହିବା କଥା ହେଲେ ବାଧ୍ୟ ହୋଇ ଅଙ୍ଗନଓାଡିକର୍ମୀ ଘରେ ରଖୁଛନ୍ତି । ଗ୍ରାମରେ ମଧ୍ୟ ଏ ସଂପର୍କରେ ସଭା ହୋଇଥିଲା । ହେଲେ କାମ ତଦାରଖ କରୁଥିବା ସୁବଳ ସାହୁଙ୍କୁ  ବ୍ଲକ୍ ରୁ  ଟଙ୍କା ନ ଦେଲେ ସେ ତାଲା ଖୋଲିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି । ନିକଟରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କୁ ଆମ ପ୍ରତିନିଧି ପଚାରିବାରୁ ଖୁବ୍ ଶିଘ୍ର ବିଲ୍ କରାଯିବ ବୋଲି ପ୍ରକାଶ କରିଥିଲେ । ଜେଇ ସୁରଭୀ ପ୍ରଧାନଙ୍କୁ ଫୋନ୍ ରେ ଯୋଗାଯୋଗା କରିବାରୁ ସେ ଫୋନ୍ କୁ ରିସିଭ୍ କରି ନଥିଲେ । ନିକଟରେ ଜେଇ ଅଜିତ୍ ବେହେରାଙ୍କୁ ଫୋନ୍ ରେ ଯୋଗାଯୋଗ କରିବାରୁ ସେ କାମ ମୋର ନୁହଁ ଜେଇ ସୁରଭି ପ୍ରଧାନଙ୍କର ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଥିଲେ । ଏଠାରେ ପ୍ରଶ୍ନ ଉଠେ ଯେ , ଜେଇ ଅଜିତ୍ ବେହେରା ଯଦି ଏହି କାମ ତାଙ୍କ ପରିସର ନୁହଁ ଆରମ୍ଭରୁ ଏହି କାମ କରି ଶେଷ ମୁହୂର୍ତରେ ସେଇ ଫାଇଲକୁ ବ୍ଲକ୍ ରେ ଫେରାଇ ଦେବାର ରହସ୍ୟ କଣ ତାହା ଆଦୈା ବୁଝା ପଡୁନାହିଁ । ଜେଇ ଅଜିତ୍ ବେହେରାଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ  ଆଜି ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରରେ ତାଲା ପଡିଛି ବୋଲି ଶିହିଳିଆ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଶ୍ରମିକ ମାନଙ୍କର ପାଉଣା ଶିଘ୍ର ପ୍ରଦାନ କରା ନ ଗଲେ ଶ୍ରମିକ ମାନେ ଶ୍ରମ କମିଶନରକୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like