-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
07-Dec-2020
(ପ୍ରେରଣା ଖବର) - କୃଷକ ସଂଗଠନର ଭାରତ ବନ୍ଦ ଡାକରାକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା। ଜିଲ୍ଲାସ୍ତରରେ ଓ ମୁଖ୍ୟ ସହରଗୁଡ଼ିକରେ ବନ୍ଦ ପାଳନ କରାଯିବ। କୃଷି ଆଇନ ପ୍ରତ୍ୟାହାର ଦାବିରେ ନେତାମାନେ ବନ୍ଦରେ ସାମିଲ ହେବେ।
ଆସନ୍ତାକାଲି ଭାରତ ବନ୍ଦ ପ୍ରସଙ୍ଗରେ BJDର ପ୍ରତିକ୍ରିୟା। ଭାରତ ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ, ଚାଷୀଙ୍କ ପ୍ରତି ଆମର ନୈତିକ ସମର୍ଥନ ରହିଛି: ଦେବୀ ମିଶ୍ର। ସଂସଦରେ BJD ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଛି, BJD ସବୁବେଳେ ଚାଷୀଙ୍କ ସହ ରହିଛି : ଦେବୀ ମିଶ୍ର