-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ବାପାଙ୍କ ମୃତ୍ଯୁ ପରେ ୪ ଝିଅଙ୍କ ବୋଝ ମାଁ ଉପରେ, ମାଁ ଏବେ ଚିନ୍ତାରେ 

19-Mar-2023



ବଙ୍ଗୋମୁଣ୍ଡା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝରିଆଲ ପଞ୍ଚାୟତ ଅଧିନସ୍ଥ ବାହାବଳ ଗ୍ରାମର ନରହରି ବାଗଙ୍କ ପରିବାର ଆଠ ମାସ ତଳେ ବେଶ ହସଖୁସିରେ ଚଳୁଥିଲା। ପରିବାର କହିଲେ ନିଜ ଧର୍ମପତ୍ନୀ ପୁଷ୍ପାଞ୍ଜଳୀ ୩୨ (ବର୍ଷ) ଙ୍କ ସହ ୪ ଝିଅ ସାଏବତୀ (୧୪) ବର୍ଷ, ତୃପ୍ତି ୧୨ ବର୍ଷ, ଭାଗ୍ଯ (୧୦) ବର୍ଷ ଦୁର୍ମୀଲା ୮ (ବର୍ଷ) । ହେଲେ ବିଧିରବିଧାନ କିଛି ଅଲଗା ଥିଲା । ଗତ ନୁଆଖାଇ ର କିଛିଦିନ ଆଗରୁ ନରହରି ବାଗ ମୃତ୍ଯୁବରଣ କଲେ ଏହାପରେ ପରିବାର ଉପରେ ଚଡକ ପଡିଥିଲା। ସ୍ତ୍ରୀ ପୁଷ୍ପାଞ୍ଜଳୀ ଙ୍କ ପାଦତଳୁ ମାଟି ଖସିଗଲା। ଚାରୋଟି ଛୋଟ ଛୋଟ ପୁଅଝିଅଙ୍କ ପେଟ ଚଳାଇବା ଓ କେମିତି ପାଠ ପଢାଇ ଛୁଆ ମାନଙ୍କୁ ମଣିଷ କରିବେ ଏହାକୁନେଇ ସେ ଏବେ ଘୋର ଚିନ୍ତାରେ। ସ୍ବାମୀ ନରହରି ବଞ୍ଚିଥିବା ବେଳେ ଦିନମଜୁରିଆ କାମକରି ପରିବାର ପ୍ରତିପୋଷଣ କରି ବେଶ ଆରାମରେ ଚଳି ଯାଉଥିଲେ। କିନ୍ତୁ ବର୍ତ୍ତମାନ ପରିବାର ପ୍ରତିପୋଷଣ କରିବା ପାଇଁ ପୁଷ୍ପାଞ୍ଜଳୀ କୁଲି ଭୁତି ଲାଗି ମଜୁରି କରି ବହୁ କଷ୍ଟରେ ଛୁଆ ମାନଙ୍କ ପାଇଁ ଦି ମୁଠା ଖାଦ୍ୟ ଯୋଗାଡ କରୁଥିବା କହିଛନ୍ତି ପୁଷ୍ପାଞ୍ଜଳୀ ସରକାରୀ ସୁବିଧା କହିଲେ କେବଳ ପରିବାରର ୫ ଜଣଙ୍କୁ ୨୫ କେଜି ଚାଉଳ ବ୍ଯତିତ ଆଉ କିଛି ମିଳୁନଥିବାରୁ ପୁଷ୍ପାଞ୍ଜଳୀଙ୍କୁ

ସରକାରଙ୍କ ମହିଳା ସଶକ୍ତିକରଣ ଅନୁଯାଇ ପଞ୍ଚାୟତ ଲେବେଲ ରେ କୌଣସି ଏକ ବିଭାଗରେ ସ୍ଥାୟୀ ହେଉ ଅବା ଅସ୍ଥାଇ କାମରେ ନିଯୁକ୍ତି ଯୋଗାଇ ଦେବା, ବିଧବା ଭତ୍ତା ପ୍ରଦାନ କରିବା, ଚାରି ଝିଅଙ୍କୁ ପାଠ ପଢାଇବା ପାଇଁ ସୁବିଧା ଓ ରେଡକ୍ରସ ଫଣ୍ଡ ରୁ କିଛି ଆର୍ଥିକ ସାହାଯ୍ଯ ପ୍ରଦାନ କଲେ ଚାରି ଝିଅଙ୍କ ସହ ମାଁ ବି ଉପକୃତ ହୋଇପାରନ୍ତି ବୋଳି ପୁଷ୍ପାଞ୍ଜଳୀଙ୍କ ସହ ଗ୍ରାମବାସୀ ଆମ ଜରିଆରେ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ତେବେ ଏହାକୁନେଇ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କ ପ୍ରତିକ୍ରିୟା ନେବାରୁ ପୁଷ୍ପାଞ୍ଜଳୀ ଯଦି ଏସଏଚଜି ମେମ୍ବର ଅଟନ୍ତି ତେବେ ତାଙ୍କୁ ରିଭଲଭିଙ୍ଗ ଫଣ୍ଡ ରୁ ସାହାଯ୍ଯ କରିହେବ ସେଥିପାଇଁ ବାହାବଳକୁ ଓଏଲଏମ ବିଭାଗର କର୍ମଚାରୀଙ୍କୁ ପଠାଯିବ ଏବଂ ତାଙ୍କ ବିଧବା ଭତ୍ତା ଗ୍ରାଣ୍ଟ ହୋଇଯାଇଛି ଶିଘ୍ର ତାଙ୍କୁ ପ୍ରଦାନ କରାଯିବ ଓ ଝିଅ ମାନଙ୍କୁ ମଧ୍ଯ ବାହାରେ ପାଠ ପଢାଇବା ପାଇଁ ପରିବାର କୁ ଭେଟିବା ପରେ ସେମାନେ ରାଜି ହେଲେ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like