-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
10-Mar-2023
ବଲାଙ୍ଗିର (ପ୍ରେରଣା ଖବର ): ଗତକାଲି ସନ୍ଧ୍ୟାରେ ବଲାଙ୍ଗୀର ଟାଉନ ଥାନା ଅଧିକାରୀ ଭାବେ ଯୋଗଦେଲେ ବିଶ୍ୱଜିତ ମନୋବଧ | ସେ ଆଗରୁ ପାଇକମାଳ ଥାନା ଅଧିକାରୀ ଭାବରେ କାମ କରୁଥିଲା | କୋରାପୁଟ ର ମୂଳବାସିନ୍ଦା ହୋଇଥିଲେ ମଧ୍ୟ ସେ ଭୁବନେଶ୍ୱର ରେ ପଢାପଢି କରିଥିଲେ | ଜଣେ ଦକ୍ଷ ଅଫିସର ଭାବରେ ତାଙ୍କର ବେଶ ନାଁ ରହିଛି | ଆଗରୁ ଥାନାଧିକରି ଥିବା ପ୍ରିୟଙ୍କା ରାଉତରାୟ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ, ହେଡକ୍ୱାର୍ଟର କୁ ବଦଳି ହୋଇଯାଇଥିବା ଜଣାପଡିଛି |