-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
09-Mar-2023
କର୍ଲାମୁଣ୍ଡା: (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସିଶାଖାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଷ୍ଠ ମୋ ସ୍କୁଲ ରେ ମନୋନୀତ ହୋଇ ସମ୍ମାନିତ ହୋଇଥିବାରୁ ଅଂଚଳରେ ଖୁସି ର ଲହରୀ ଖେଳିଯାଇଛି।ସୂଚନା ଯୋଗ୍ୟ ଯେ ମୋ ସ୍କୁଲ ଅଭିଯାନ କଳାହାଣ୍ଡି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।ମୋ ସ୍କୁଲ ଅଭିଯାନ ରେ ମୋ ସ୍କୁଲ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ଗୁଣାତ୍ମକ ଶୈଳି ରେ ସମ୍ପାଦନ କରିଥିବା ରୁ ପ୍ରଧାନ ଶିକ୍ଷକ କ୍ଷୀର ସାଗର ସାହୁ ସମ୍ମାନିତ ହୋଇଥିବା ଜଣାପଡିଛି।ଟ୍ଟ