-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||     

HOME   ଜିଲ୍ଲା

ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ହୋଲି ଉତ୍ସବ ପାଳନ

09-Mar-2023



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ)
 ପବିତ୍ର ହୋଲି ଉତ୍ସବ 2023  ଅବସର ରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ଗତ କାଲି ସ୍ଥାନୀୟ ପ୍ରଭାସ ଲଜ ଶମ୍ବୁଖରେ ହୋଲି ଉତ୍ସବ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ଯୋଗ  ଦେଇ ମା ସୁରେଶ୍ୱରୀ ଙ୍କ ଫଟୋ ଚିତ୍ର ରେ ପୂଜା ଅର୍ଚନା ସହ ଗୀତ ନାଚ ଆସର ମେଲୋଡି କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ l ଏବଂ ପ୍ରତିଟି ମଣିଷ ଜୀବନ ମୂଲ୍ୟବାନ ଅଟେ l ଏଣୁ ଆମେ ରଙ୍ଗା ରଙ୍ଗ ଜୀବନ ବଞ୍ଚିବା ସାଙ୍ଗେ ସାଙ୍ଗେ ଉଶୃଙ୍ଖଳା ରୁ ଦୁରେଇ ରହିଲେ, ସଡ଼କ ସୁରକ୍ଷା ନିୟମକୁ ନିଜେ ମାନି ଅନ୍ୟ କୁ ସଚେତନ କଲେ ଏଇ ବହୁମୂଲ୍ୟ ଜୀବନ ଆହୁରି ରଙ୍ଗା ରଙ୍ଗ ହୋଇ ଯିବ ବୋଲି ମତ ରଖି ଥିଲେ l ଏବଂ ସ୍ୱଚ୍ଛ ଭାରତ ର ଏହି ହୋଲି ଉତ୍ସବ  ଆୟୋଜନ ଅଭିନଵ ଢଙ୍ଗ ରେ ପାଳନ ଆଜି ଏ ଅଞ୍ଚଳ ପାଇଁ ମୁଖ୍ୟ ଆକର୍ଷଣ  ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତି ତ୍ରିପାଠୀ ଯୋଗ ଦେଇ  ଏଠାକାର ଏକତା ଭାଇ ଚାରା ଓ ଖୁସି ର ମାହୋଲ କୁ ଦେଖି ଭାବ ବିହ୍ଵଳ ହୋଇଥିଲେ l ଏବଂ ଯୁବ ପିଢୀ ଙ୍କୁ ଅସାମାଜିକ କାର୍ଯ୍ୟକଳାପ,  ନାନା ଘଟଣା ଦୁର୍ଘଟଣା ରୁ ଦୁରେଇ ରଖିବା, ସମସ୍ତ ଙ୍କୁ ଏକାଠି କରି ଏକତା ଭାଇ ଚାରା ର ବନ୍ଧନ ରେ ବାନ୍ଧି ରଖିବା ର ସଂଗଠନ ର ଏହି ପ୍ରୟାସ କୁ ଭୁରି ଭୁରି ପ୍ରଶଂସା କରିଥିଲେ l ଏବଂ  ଦର୍ଶକ  ଆୟୋଜକ ଓ ମହିଳା ଙ୍କ ସହ ମିଶି ଏସପି ଶ୍ରୀ ପଣ୍ଡା, ଓ  ଶ୍ରୀମତୀ ତ୍ରିପାଠୀ  ନାଚିଲେ  ପରସ୍ପର ପ୍ରତି ରଙ୍ଗ ବୋଳି  ହୋଲି ର ଖୁବ ମଜା ନେଲେ l  ଧର୍ମଗଡ଼ ବିଡ଼ିଓ  ଶରତ ସେଠି, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରୀକାନ୍ତ ତ୍ରିପାଠୀ, ଗରିବ ଲୋଇ, ଇନ୍ଦୁ ମତି ପୁରୋହିତ, ପରେଶ ମେହେର ଅତିଥି ଭାବେ ଯୋଗ ଦେଇ ପରିବେଶ ସ୍ୱଚ୍ଛତା ସାଙ୍ଗ ଙ୍କୁ ମନ ର ସ୍ୱଛତା ରକ୍ଷା କରି ସାମାଜିକ ଓ ରାଷ୍ଟ୍ରୀୟ କାର୍ଯ୍ୟ ରେ ନିୟୋଜିତ ହେବା,  ଓ ପରସ୍ପର ମଧ୍ୟରେ ଭେଦ ଭାବ ଭୁଲି ଏକତା ଭାଇ ଚାରା ସୃଷ୍ଟି କରିବା ଆଜି ର ଉତ୍ସବ ର ମୂଳ ଲକ୍ଷ୍ୟ ବୋଲି କହିଥିଲେ ଓ ଦର୍ଶକ ଙ୍କୁ ଉତ୍ସାହିତ କରି ମିଷ୍ଟାନ ବଣ୍ଟନ କରିଥିଲେ l ମନୋଜ ପଣ୍ଡା ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଆରମ୍ଭ ରୁ  ସେବା ଶ୍ରମ ର ଅନ୍ତେ ବାସୀ ଓ ରାସ୍ତା ର ବୁଲା ଭିକାରୀ, ନିରାଶ୍ରୟ ଲୋକ ଙ୍କୁ ସଂଗଠନ ର କର୍ମକର୍ତ୍ତା ଖାଦ୍ୟ ପୁଡିଆ ବାଣ୍ଟିଥିଲେ l ଦର୍ଶକ ଙ୍କ ପାଇଁ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇ କୁଇଜ ପ୍ରତିଯୋଗିତା ମାଧ୍ୟମ ରେ ଦର୍ଶକ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା  l  ସମସ୍ତ ଅତିଥି ଙ୍କ ସମେତ, ଗାୟକ ଶାଶ୍ୱତ ତ୍ରିପାଠୀ, ମ୍ୟୁଜିକ ଡାଇରେକ୍ଟର ବ୍ରହ୍ମl କୁମ୍ଭାର  ଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସ୍ୱଚ୍ଛ ଭାରତ ର ସଂଯୋଜକ ମନୋରଞ୍ଜନ ତ୍ରିପାଠୀ ଓ ତନୀଷା ଅଗ୍ରୱାଲା ଅତିଥି ପରିଚୟ କରି ସଭା ପରିଚାଳନା କରିଥିବା ବେଳେ କଳା ସଂସ୍କୃତି ଗବେଷକ ଚୌଧୀରି ବିଭାର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ବିଶିଷ୍ଟ କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ, ପୁରନ୍ଦର ଠେଲା,  ବିରେନ ଜଗଦଲା, ପଦ୍ମ ଲୋଚନ ସାହୁ ଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିବା ବେଳେ ସମସ୍ତ ଅତିଥି  ଆୟୋଜକ ଓ ଦର୍ଶକ ଙ୍କ ସହିତ ହୋଲି ଗୀତ ନାଚ ର ମଜା ନେଇଥିଲେ l  ସ୍ୱଚ୍ଛ ଭାରତ ସଂଗଠନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026

You Might Also Like