-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
07-Mar-2023
ବଲାଙ୍ଗିର / ସକାଳୁ ସକାଳୁ ଷ୍ଟୋଭ ରେ ଚା ତିଆରି କରୁଥିବା ସମୟରେ କୌଣସି କାରଣବଶତଃ ଷ୍ଟୋଭ ଫାଟି ଯାଇ ଜଣେ ମହିଳା ଙ୍କ ଶରୀର ପୋଡି ଯାଇଥିବା ଅଭିଯୋଗ ହୋଇଛି l ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଳକ କନକେଲ ଗାଁ ରେ l ଆଜି ସକାଳେ ଏହି ଗାଁ ର ନାମିତl ମଲ୍ଲିକ (୨୨) ଘରେ ଚା ତିଆରି କରୁଥିବା ବେଳେ ଷ୍ଟୋଭ ଫାଟି ଯାଇଥିଲା l ଏହି ବିସ୍ଫୋରଣରେ ନମିତା ଙ୍କ ପେଟରୁ ଉପରକୁ ପୋଡି ଯାଇଛି l ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ରେ ନମିତା ଙ୍କୁ ଅଣାଯାଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ବର୍ଣ୍ଣ ୟୁନିଟ୍ ରେ ଭର୍ତି କରାଯାଇଛି l