-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
07-Mar-2023
ବଲାଙ୍ଗିର : ଆଜି ବଲାଙ୍ଗିର ସହର ରାଜୀବ ନଗର ର ରାଜୁ ସେଠ୍ (୨୬)ଏକ ବାଇକ୍ ରେ ଯାଉଥିବା ବେଳେ ମନୋହରପୁର ସ୍ଥିତ ରିଜର୍ଭ ପଡିଆ ଠାରେ ଏକ ଷଣ୍ଢ ଆକ୍ରମଣ ର ଶିକାର ହୋଇଛନ୍ତି l ଏହି ଆକ୍ରମଣରେ ରାଜୁ ସେଠ୍ ଙ୍କ ମୁଣ୍ଡ ଓ ମୁହଁ ରେ ଗଭୀର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ବାଇକ୍ ଚାଳକ ଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି