-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ସଫେଇ କର୍ମଚାରୀ ଙ୍କ  ସୋନପୁର ବନ୍ଦ ସଫଳ, ୩୦ଜଣ କର୍ମଚାରୀଙ୍କୁ ଗିରଫ କଲା ପୋଲିସ: ପୌର ପରିଷଦ ଓ ସଫେଇ କର୍ମଚାରୀଙ୍କ  ବୁଝାମଣାର ଅଭାବ ଯୋଗୁଁ ପରିମଳ ବ୍ୟବସ୍ଥା ବିପର୍ଯ୍ଯସ୍ତ

23-Feb-2023



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)ସୁବର୍ଣ୍ଣପୁର ପୌର ପରିଷଦ ର ଠିକା ସଫେଇ କର୍ମଚାରୀଙ୍କ  ପକ୍ଷରୁ  ଦିଆ ଯାଇଥିବା ସୋନପୁର ବନ୍ଦ ଡାକରା ପୋଲିସ ପ୍ରଶାସନ  ସ୍ଥାନୀୟ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବା ଓ ଗିରଫ କରିବା ସତ୍ୱେ ମଧ୍ୟ ଆଜି ବନ୍ଦକୁ ପ୍ରାୟତଃ ସଫଳ କରିଛନ୍ତି l ସହର ର ଅଳ୍ପ କିଛି  ଦୋକାନ ବଜାର, ବାହାଘରିଆ ଗାଡି ମୋଟର ଓ  ସ୍କୁଲ ମାନଙ୍କର ୧୦ କ୍ଲାସ ପରୀକ୍ଷା, ଓ ସରକାରୀ ଅଫିସ ବ୍ୟତୀତ ବାକି ସବୁ ସ୍କୁଲ କଲେଜ, ଦୋକାନ ବଜାର, ବସ, ଚଳାଚଳ ବନ୍ଦ ରହିଥିଲା l ବସ ବନ୍ଦ ଯୋଗୁଁ ତେଲ ନଦୀ, ମହାନଦୀ ଓ ବାଲାଙ୍ଗୀର ରାସ୍ତାରେ ଶହ ଶହ

ଯାତ୍ରୀ  ଚାଲି ଚାଲି ହନ୍ତ ସନ୍ତ ହେବାକୁ ପଡିଛି l ପୋଲିସସଫେଇ କର୍ମଚାରୀଙ୍କୁ ଗିରଫ କରିବା ପରେ ଜ଼ିଲ୍ଲା ର ସମସ୍ତ ଅଞ୍ଚଳ ଓ ବାହାର ଜ଼ିଲ୍ଲା ର ବିଭିନ୍ନ ସଂଗଠନ ଏ କର୍ମଚାରୀ ଙ୍କ ସପକ୍ଷ ରେ  ଆସି  ପୌର ପରିଷଦ ଆଗରେ ରାସ୍ତା ରୋ୍କ କରି  ସନ୍ଧ୍ୟା ଯାଏ  ନିଜ ଦାବୀ ହାସଲ ପାଇଁ ବିକ୍ଷୋଭ କରିଥିଲେ l ଯା ଫଳରେ କି କିଛି ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା l  ପୋଲିସ  ଓ ପୌର ପ୍ରଶାସନ ବିରୁଦ୍ଧରେ ଏ କର୍ମଚାରୀ ମାନେ ବିଭିନ୍ନ ନାରା ଦେଇଥିଲେ l  ଆଇନ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ  ଜ଼ିଲ୍ଲାର

ସମସ୍ତ ଥାନା ଅଞ୍ଚଳରୁ ପୋଲିସ ଅଫିସର ମାନେ ପହଞ୍ଚି ଥିଲେ l ଠିକା କମ୍ପାନୀର ଟେଣ୍ଡର ବାତିଲ ପରେ ନୁଆଁ ଟେଣ୍ଡର ରେ  ନିଯୁକ୍ତି ବେଳେ ଲାଞ୍ଚ କାରବାର ନ କରିବା,୧୪ ବର୍ଷ ରୁ ଉର୍ଧ୍ଵ ବର୍ଷ କାର୍ଯ୍ୟ କରିଥିବା ସମସ୍ତ କର୍ମଚାରୀଙ୍କ ସହିତ ଛଟେଇ କର୍ମଚାରୀ ଙ୍କୁ ମଧ୍ୟ ନିଯୁକ୍ତି ଦେବା,   ଇ ପି ଏଫ ଟଙ୍କା ପ୍ରଦାନ କରିବା, ଏବଂ  ବିଭାଗୀୟ ଅଫିସର ଙ୍କ ପାଖ ରୁ ଦୁର୍ବ୍ୟବହାର ଓ ନିର୍ଯାତନା  ଶିକାର ହୋଇଥିବା ଘଟଣା ର ପ୍ରକୃତ ନ୍ୟାୟ ପାଇବା  ଆଜି ବନ୍ଦ ଡାକରାର  ମୂଳ ଲକ୍ଷ୍ୟ ଥିଲl l ପୌର ପ୍ରଶାସନ  ଓ ଜ଼ିଲ୍ଲା ପ୍ରଶାସନ  ଏ ସମସ୍ୟା ର ସମାଧାନ ନ କରିବା ଯୋଗୁଁ  ଏ ପଟେ ସହର ର ପରିମଳ ବ୍ୟବସ୍ଥା  ଦିନକୁ ଦିନ ବିପର୍ଯ୍ୟସ୍ଥ ହେବାରେ ଲାଗିଛି l ବାହାର ପର୍ୟ୍ୟଟକ ମାନେ  ସହରବାସୀଙ୍କୁ ପରିହାସ କରୁଛନ୍ତି l ଶାରୀରିକ, ମାନସିକ ଓ ଅର୍ଥ ନୈତିକ ଚାପ ରେ  ଥିବା  ସଫେଇ କର୍ମଚାରୀଙ୍କ ଏହି ଶହ ଶହ ପରିବାର ର ସମସ୍ୟା ଓ ପେଟ ପାଟଣା ପ୍ରତି  ଜ଼ିଲ୍ଲାପାଳ ଓ ସ୍ଥାନୀୟ ଜନ ପ୍ରତିନିଧି ହସ୍ତକ୍ଷେପ କରିବାକୁ  ବୁଦ୍ଧିଜୀବୀ ଦାବୀ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like