-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Jan-2023
ଲୋଇସିଂହା(ବିନୋଦ କୁମାର ଦୀପ) ଲୋଇସିଂହା ବ୍ଳକ ହିରାପୁର ପଞ୍ଚାୟତ ପନେସରା ଖେଲପଡ଼ିଆ ଠାରେ ରବିବାର ସପ୍ତମ ଧିରେନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ଅନ୍ଚଳରୁ ୧୨ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟ ରେ ଯୋଗଦେଇଥିଲେ l ଭାଲିଆମୁଣ୍ଡା ଓ ପନେସରା ଦଳ ମଧ୍ୟରେ ଫାଇନାଲ ମେଚ୍ ଅନୁଷ୍ଠିତ ହୋଇଥିଲା ଓ ପନେସରା ଦଳ ଟୁର୍ଣ୍ଣାମେଣ୍ଟ ରେ ବିଜୟ ହାସଲ କରିଥିଲେ l ବିଜୟୀ ଦଳ କୁ ଟ୍ରଫି ସହିତ ନଗଦ ୨୫ ଶହ ଟଙ୍କା ଓ ରନର୍ସ ଦଳ କୁ ଟ୍ରଫି ସହ ୧୫ ଶହ ଟଙ୍କା ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସଙ୍କର ବିଶ୍ବାଳ, ସମିର ବିଶ୍ବାଳ, ବନ ନାଏକ, ବାମଦେବ ପଧାନ, ଭୋଲା ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ l