-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2023
ବଲାଙ୍ଗିର,- ସ୍ଥାନୀୟ ନୂତନ ବସ୍ ଟ୍ରିବୁନାଲ ଠରେ ଯାତ୍ରୀଙ୍କ ପାଇଁ ଲୋକାର୍ପଣ କଲେ କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବେଡ୍ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ପୌରାଧ୍ୟକ୍ଷା ଲିକା ସାହୁ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଭାପତି ଦୁର୍ଗା ପ୍ରସାଦ ବେହେରା, ସଂପାଦକ ପ୍ରଦ୍ୟୁତ ମିଶ୍ର ଉପସ୍ଥିତ ରହିଥିଲେ । ଏହି ଅବସରରେ ଜିଲ୍ଲା ଘରୋଇ ବସ ମାଲିକ ସଂଘ ତରଫରୁ ଶ୍ରୀମତି ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଏହି ଅବସରରେ ଏସ୍ଏଚ୍ଜି ଦ୍ୱାରା ପରିଚାଳିତ ରେଷ୍ଟ୍ରୁରେଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ । ଓମ୍ ପ୍ରକାଶ ଚାନ୍ଦ, ବୁଲୁ ନାଏକ, ଶିବ ପଟେଲ, ସଂଜିବ ପଣ୍ଡା, ଚନ୍ଦ୍ରମଣି ତ୍ରିପାଠି, ପିଣ୍ଟୁ ପଟ୍ଟନାୟକ, ଡମ୍ବରୁଧର ଆଚାର୍ୟ୍ୟ, ସତ୍ୟ ପତୀ, ପ୍ରଶାନ୍ତ ମହାକୁର ଓ ପରିବହନ ନିଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।