-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଲର୍କିପାଲି ୧୯୮୧ମସିହା ବ୍ୟାଚ ଗ୍ରାମସେବକ ତାଲିମ କେନ୍ଦ୍ର ର ବନ୍ଧୁମିଳନ

22-Jan-2023



ସାଲେଭଟା. ବଲାଙ୍ଗିର ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟା ଠାରେ ଲର୍କିପାଲି ୧୯୮୧ମସିହା ବ୍ୟାଚ ଗ୍ରାମସେବକ ତାଲିମ କେନ୍ଦ୍ର ର ବନ୍ଧୁମିଳନ ଅନୁଷ୍ଠିତ ହୋଇଛି । ସାଲେଭଟା ଚଣ୍ଡୀମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସଭାରେ  ସୁରେନ୍ଦ୍ର ନେଗି  ସଭାପତି୍‌ତ୍ୱ କରିଥିଲେ । ଜଗବନ୍ଧୁଦାଶ ଖମାରୀଶର୍ମା (୯୧ବର୍ଷ) ମୁଖ୍ୟଅତିଥିଭାବରେ ଯୋଗଦାନ କରିଥିଲେ । ମାଧବ ତ୍ରିପାଠୀ,ରତ୍ନାକର ମିଶ୍ର,ପଦ୍ମଲୋଚନ ପଣ୍ଡା,ପ୍‌ଙ୍କଜ ମେହେର,ବିନୋଦ ଦାଶ ଓ ଯଶୋବନ୍ତ ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବରେ ଯୋଗଦାନ କରିଥିଲେ । ବଲାଙ୍ଗିର ଲର୍କିପାଲି ଗ୍ରାମସେବକ ତାଲିମ କେନ୍ଦ୍ର ର ୧୯୮୧ ମସିହା ବ୍ୟାଚ  ରେ ଓଡିଶାର ବିଭିନ୍ନ ପ୍ରାନ୍ତରର ୧୪୮ ଜଣ ବିଦ୍ୟାର୍ଥିୀ ଗ୍ରାମସେବକ ତାଲିମ ଗ୍ରହଣକରିଥିଲେ ।ଭୁବନେଶ୍ୱର,ଝାରସୁଗୁଡା,ସୁନ୍ଦରଗଡ,ଦେବଗଡ,ବଲାଙ୍ଗିର,ବରଗଡ,ସମ୍ବଲପୁର,ଭବାନିପାଟଣା , ନୟାଗଡ, ବାରକୋଟ,ରେଢ଼ାଖୋଲ ଆଦି ଅଂଚଳରୁ ୬୮ ଜଣ ଏଥିରେ ଯୋଗଦାନ କରିଥିଲେ । ଏମାନଙ୍କ ମଧ୍ୟରୁ କେତେଜଣ ଇହଧମ ତ୍ୟାଗ କରିଥିବାରୁ ତାଙ୍କର ଆତ୍ୱାର ସତ୍‌ଗତି ପାଇଁ ନିରବପ୍ରାର୍ଥନା କରାଯାଇଥିଲା । ୧୯୮୧ବ୍ୟାଚ ଗ୍ରାମସେବକ ତାଲିମ କେନ୍ଦ୍ର ରେ ତାଲିମ ପ୍ରଦାନ କରିଥିବା ଜଗବନ୍ଧୁଦାଶ ଖମାରୀଶର୍ମା ଙ୍କୁ ଗୁରୁ ଆକାରରେ ମାନପତ୍ର ଉପଢ଼ୋକନ ଓ ପୁଷ୍ପଗୁଚ୍ଛଦେଇ ସମ୍ମାନିତ କରାଯାଇଥିଲା । ସେସମୟରେ ତାଲିମପ୍ରଦାନ କରିଥିବା ତାଲିମଦାତାଙ୍କ ମଧ୍ୟରୁ ଶ୍ରୀଯୁକ୍ତ ଖମାରୀଶର୍ମା ଜଣେମାତ୍ର ଜୀବିତ ରହିଛନ୍ତି ତାଙ୍କର ଅଭିଭାଷଣ ସମସ୍ତଙ୍କୁ ବିମୋହି କରିଥିଲା । ଉକ୍ତ ବନ୍ଧୁମିଳନରେ ଉପସ୍ଥିତ ଥିବା ସମସ୍ତେ ନିଜନିଜର ପରିଚୟ ପ୍ରଦାନ କରି ନିଜର ଅତିତ ଓ ବର୍ତମାନର  ଅନୁଭୁତି ବର୍ଣ୍ଣନା କ
ରିଥିଲେ ଯାହା ସମସ୍ତଙ୍କୁ ହାସ୍ୟରସାତ୍ମକ ପରିବେଶ ସୃଷ୍ଟ କରିଥିଲା । ଆଜିର ଏହିଦିନକୁ ସ୍ମରଣ କରିବାପାଇଁ ପ୍ରତିବର୍ଷ ଜାନୁୟାରୀ ଦ୍ୱିତିୟ ସପ୍ତାହ ବୁଧୁବାର ୧୯୮୧ ବ୍ୟାଚ  ବନ୍ଧୁମିଳନ କରିବାକୁ ନିସ୍ପତି ଗ୍ରହଣ କରାଯାଇଛି । ନବକିଶୋର ଦାଶ ସଭା ସଂଯୋଜନା କରିଥିଲେ । ଧନମତ ହରପାଲ,ଶଶିଭୁଷଣ ଥନାପତି,ଟିକେଶ୍ୱର ଭରାସାଗର,ବିଜୟକୁମ୍ଭାର,ଡୋଲାମଣୀ ସେଠ ଓ ଚୁହାମଣି ସାହୁ ପ୍ରମୁଖ ଏହାକୁ ପରିଚାଳନାକରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026

You Might Also Like