-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||     

HOME   ଜିଲ୍ଲା

ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ବୈଠ

22-Jan-2023



ବଲାଙ୍ଗିର (ପ୍ରେରଣା ଖବର) ନିଖିଳ ଓଡିଶା ଆଶା କର୍ମୀ ସଂଘ, (ଏ ଆଇ ଟି ୟୁ ସି) ସହ ସହବନ୍ଧିତ )ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ବୈଠକ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳ କମିଟିର କର୍ମକର୍ତାଙ୍କୁ ନେଇ ଜିଲ୍ଲା ସଭାପତି ସାଥୀ ତୀର୍ଥ ପଧାନଙ୍କ ସଭାପତିତ୍ବରେ ବଲାଙ୍ଗିର ସହରସ୍ଥ ଗୋଏଲ ଧର୍ମଶାଳା ଠାରେ ଆଶାକର୍ମୀ ମାନଙ୍କ ସକ୍ରିୟ ଯୋଗଦାନରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଆସନ୍ତା ବିଧାନସଭା କାର୍ଯ୍ୟକାଳ ସମୟରେ ଆଶା କର୍ମୀଙ୍କୁ ଶ୍ରମିକର ମାନ୍ୟତାଦେବା, ସର୍ବନିମ୍ନ ମଜୁରୀ ମାସିକ

୨୬000 ଟଙ୍କା ପ୍ରଦାନ କରିବା, କାମରୁ ଅବ୍ୟାହତି ନେଲା ପରେ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରାଯାଇ ମାସକୁ ୧0,000 ଟଙ୍କା ପ୍ରଦାନ କରିବା ଇତ୍ୟାଦି ଦାବୀ ଉପସ୍ଥାପନକରି ଭୁବନେଶ୍ୱର ବିଧାନସଭା ସମ୍ମୁଖ ରାଜରାସ୍ତାରେ ରାଲି ଓ ଧାରଣା ଦେବା ସହିତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଶ୍ରମିକ ମରଣା ନୀତି ବିରୁଦ୍ଧରେ  ମତ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଏ ଆଇ ଟି ୟୁ ସି  ରାଜ୍ୟ ସଂଗଠନର  ନିଷ୍ପତି ଅନୁଯାୟୀ ଆସନ୍ତା ଫେବୃଆରୀ ତା ୧ ଓ ୨ ଉଭୟ ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଲି ଓ ଧାରଣା ଦେବା ପାଇଁ ସଭାରେ ଆହ୍ୱାନ ଦେଇଥିଲେ l ଜିଲ୍ଲାର ସମସ୍ତ କମିଟିରୁ ଆଶାକର୍ମୀ ମାନେ ଭୁବନେଶ୍ୱରରେ ୨ ଦିନିଆ ରାଲିରେ ଯୋଗ ଦେବାପାଇଁ ଆହ୍ୱାନ ଦେବା ସଙ୍ଗେ ସଙ୍ଗେ  ରାଜ୍ୟ କାର୍ଯ୍ୟାରୀଣି ବୈଠକ ରେ ଉପସ୍ଥିତ ହେବl ପାଇଁ ଆହ୍ୱାନ ଦେଇଥିଲେ l ସମ୍ପାଦିକା ଓମୀ ଗୁପ୍ତା, ଉପସଭାପତି

ସରସ୍ବତୀ ଶର୍ମା, ଉପଦେଷ୍ଟା, ସାଇବୁ ନନ୍ଦ, ,ଦୁର୍ୟୋଧନ ବିଶ୍ୱାଳ, ଖlରୁଆ ମଲ୍ଲିକ,ପ୍ରବୀର କୁ କମ୍ପ, ବାସନ୍ତୀ ସେଠ, ଯଶୋବନ୍ତି ବେହେରା,ପୁଷ୍ପଲତା ଧୀର ,ମାଧବୀ ବେହେରା, ସରୋଜିନୀ ରଣା, ଆନନ୍ଦିନୀ ବିଶ୍ୱାଳ, ରଶ୍ମିତା ଭୋଇ, ବୃନ୍ଦାବତୀ ସରାଫ,ଶ୍ରଦ୍ଧାବାଲି ପୁଟେଲ, ଭୂମିସୁତା ବେହେରା, ନଜିମା ବେଗମ, ନଳିନ ସାହୁ, ହିରଣ କୁମ୍ଭାର, ଅଞ୍ଜଳି ବାରିକ,ସେବତୀ ସାହୁ,ସଂଯୁକ୍ତା ଲୁହା, ବିଷ୍ନୁପ୍ରିୟା ନାଏକ, ଯଶୋବନ୍ତି ମେହେର, ଶୋଭାଗିନୀ ବାଗ, ସତ୍ୟଭାମା ଲିଟି ସୁଧର୍ମା ନାଗ, କନ୍ଦରପ ଦୀପ, ନଳିନ ସାହୁ ପ୍ରମୁଖ ନିଜ ନିଜର ମତାମତ ଉପସ୍ଥାପନା କରି ଭୁବନେଶ୍ୱର ରାଲି କୁ ଯିବା ପାଇଁ ସର୍ଵମ୍ମତି କ୍ରମେ ନିଷ୍ପତି ନିଆଗଲା l AITUC ଜିଲ୍ଲା ସଭାପତି ସାଥୀ ବିଭୁଦତ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ୱର ରାଲି ପୂର୍ବରୁ ଜିଲ୍ଲା ରେ ଏକ ବିରାଟ ରାଲି ଅନୁଷ୍ଠିତ କରିବା ପାଇଁ ଆହ୍ୱାନ ଦେବା ସହିତ ଜିଲ୍ଲା କମିଟି ରୁ ପୂର୍ଣ୍ଣ ସହଯୋଗ କରିବାକୁ ମତ ପ୍ରକାଶ କରିଥିଲେ l ଦେବାଶିଷ କୁମାର ବାବୁ ସମସ୍ତଙ୍କୁ  ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସାଙ୍ଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026

You Might Also Like