-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||     

HOME   ଜିଲ୍ଲା

କୋଟିଏ ହୃଦୟ କୁ ଜୟ କରିପାରିଥିବା ଗୋଟିଏ ବ୍ୟକ୍ତି ଥିଲେ ସୋନପୁର ର ଦିଲ୍ଲୀପ ନାଏକ

21-Jan-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଭୀମ ଭୋଇ ଙ୍କ ଉକ୍ତିରେ ଅଛି, 'ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି' ଯାହାକି ଆଜି ଏକ  ଉଦାହରଣ ପାଲଟିଛି ସୋନପୁର ର ଦିଲ୍ଲୀପ ନାଏକଙ୍କ ବିୟୋଗ ଘଟଣା  l ସ୍ତବ୍ଧ ପୁରା ସହର l ରାସ୍ତା ଘାଟ ଦୋକାନ ବଜାର ସବୁଠି ଚର୍ଚ୍ଚା, ଫେସ  ବୁକ ଖୋଲିଲେ ସବୁଠି ଦିଲ୍ଲୀପ ନାଏକଙ୍କ ବିୟୋଗ ଘଟଣା, ମର୍ମାହତ ସହର,  ହୃଦୟସ୍ପର୍ଶୀ ଗଭୀର ଶୋକବାର୍ତ୍ତା ଆସୁଛି, ବଡ଼ ବଡ଼ିଆ ଲୋକଙ୍କ ର ଦୂର ଦୁରାନ୍ତର l ପଶ୍ଚିମ ଓଡିଶା ର ସୁନାମଧନ୍ୟ ସମ୍ବଲପୁରୀ କଣ୍ଠ ଶିଳ୍ପୀ ବୃନ୍ଦାବନ ନାଏକଙ୍କ ସୁ- ପୁତ୍ର  ଏବଂ ସୁବର୍ଣ୍ଣପୁରର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କ ଭଣଜା ଅଟନ୍ତି ଦିଲ୍ଲୀପ l ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ଆୟୋଜନ ଆରମ୍ଭ କରୁଥିଲେ ଆଉ ତା ଆଗରୁ ଚାଲିଗଲେ ଆରପାରି କୁ ଦିଲ୍ଲୀପ l  ଦୀର୍ଘ ୨୫/୩୦ ବର୍ଷ ପୂର୍ଵ ରୁ ସୁବର୍ଣ୍ଣପୁର ସର୍ବ ଶିକ୍ଷା ଅଭିଯାନର ଏକ ବଡ଼ କାର୍ଯ୍ୟକ୍ରମରେ ମିଲ କଣ୍ଟାକ୍ଟ ପାଇ  ଜୀବନରେ ପ୍ରଥମେ ରୋଷେଇ ଆରମ୍ଭ କରି  ସୁସ୍ୱାଦୁ ଖାଦ୍ୟ ଖୁଆଇବା ପରଷିବାର ଯାଦୁ ଦେଖାଇଥିଲେ  ଦିଲ୍ଲୀପ l ସେଇଦିନଠୁ ଆଜି ଯାଏ ସରକାରୀ ବେସରକାରୀ ସବୁ ଅନୁଷ୍ଠାନରେ ସ୍ୱଳ୍ପ ମୂଲ୍ୟ ରେ ସ୍ୱାଦିଷ୍ଟ ଖାଦ୍ୟ ଯୋଗାଇବାରେ ଫିଟର ଓ ମାଷ୍ଟର ଥିଲେ ଦିଲ୍ଲୀପ l  ବିନା ଏଡ଼ଭାନ୍ସ ରେ ବି ହଜାର ଲୋକଙ୍କ ଖାଦ୍ୟ ବ୍ୟବସ୍ଥା କରିଦେଉଥିଲେ l ସୋନପୁର କଲେଜରେ ଏକ କ୍ୟାଣ୍ଟିନ ଖୋଲି ଦୀର୍ଘ ବର୍ଷ ଧରି  ଅଗଣିତ ଛାତ୍ରଛାତ୍ରୀ, କର୍ମଚାରୀ, ସାଧାରଣ ଲୋକ, ଭି ଆଇ ପି ଙ୍କ ସେବା ଯୋଗାଇ  ଅମାୟିକ ବ୍ୟବହାରରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ ସେ l ୫୦ ଟଙ୍କା ରେ  ଭେଜ ନନ ଭେଜ ର ଛଅ ତିଅଣ ନଅ ଭଜା ସବୁ ଗ୍ରlହକଙ୍କୁ ଖାଇବା ସୁଯୋଗ ଦେଉଥିଲେ ସେ l ଅନେକ ଗରିବ  ନିରାଶ୍ରୟ ପିଲା ମାନଙ୍କୁ କ୍ୟାଣ୍ଟିନରେ ନିଯୁକ୍ତି ଦେଇଥିଲେ ସେ l  କେତେ ଯେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଖାଇବା ଦେଇ ପଢା ଖର୍ଚ୍ଚ ବି ସହଯୋଗ କରୁଥିଲେ ହିସାବ ନାହିଁ ତାହାର l  ସମୟ ଅଭାବରୁ ନିଜ ଘର ପୁଅ ଝିଅର ଆଦୌ ଚିନ୍ତା  କରନ୍ତିନି  ସେ l ସ୍ଥାନୀୟ ନେତା ମନ୍ତ୍ରୀ ଓ ଭୁବନେଶ୍ୱର ସେକ୍ରେଟ୍ରିଏଟ ରୁ ପ୍ରାକ୍ତନ ଜ଼ିଲ୍ଲlପାଳ ତଥା ବିଧାନସଭା ସଚିବ ଦାଶରଥୀ ଶତପଥି,  ବିଶ୍ୱନାଥ ବାରିକ, ରବୀନ୍ଦ୍ର ପଟେଲଙ୍କ ସମେତ ଦୂର ଦୁରାନ୍ତ ର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଫୋନ ଯୋଗେ ଶୋକ ଜଣାଇଛନ୍ତି l ଏବଂ  ସ୍ଥାନୀୟ ବହୁ ବୁଦ୍ଧିଜୀବୀ, ବହୁ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତି ମର ଶରୀରକୁ ଅନ୍ତିମ ଦର୍ଶନ କରିଥିଲେ l  ଏ ଘଟଣାରେ ଗଭୀର ଶୋକପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଗତ କାଲି ସୋନପୁର କଲେଜ ଓ ଅନେକ ଅନୁଷ୍ଠାନ ରେ ଶୋକ ସଭା ହୋଇଥିଲା l  ଜ଼ିଲ୍ଲାପାଳ ଓ ସମସ୍ତ ଜ଼ିଲ୍ଲା ପଦାଧିକାରୀ, ସାମ୍ବାଦିକ, ସଂସ୍କୃତି ପ୍ରେମୀଙ୍କ ଉପସ୍ଥିତି ରେ ସର୍କିଟ ହାଉସ ଠାରେ ସୁବର୍ଣ୍ଣପୁର ପବ୍ଲିକ ଓ ପ୍ରଶାସନ ପ୍ରତି ଥିବା ସ୍ବର୍ଗତ ଦିଲ୍ଲୀପ ନାଏକଙ୍କ ଅବଦାନ ଉପରେ ଏଡିଏମ  ସୂର୍ଯ୍ୟ ନାରାୟଣ ଦାଶ ସ୍ମୃତି ଚାରଣ କରିଥିଲେ l କୋଟି ହୃଦୟ କୁ ଜୟ  କରିପାରିଥିବା ଦିଲ୍ଲୀପ  ଭଳି ଜଣେ ସରଳ,ଉଦାର, ଓ ଅମାୟିକ ବ୍ୟକ୍ତି ହିଁ ମହାନ ଅଟନ୍ତି l ତାଙ୍କରି ବିକଳ୍ପ ଆଉ ନାହିଁ  l ଝୁରୁଛି କାଲିଠୁଁ ସୋନପୁର, କାନ୍ଦୁଛନ୍ତି ଅଗଣିତ ଶୁଭେଛୁ, ଖୋଜି ବୁଲୁଛନ୍ତି ଗ୍ରାହକ  ଲଷ୍ମୀ ହାତର ସୁସ୍ୱାଦୁ ଖାଦ୍ୟ, ଆଉ ବେସାହାରା ହେଇଛନ୍ତି  କ୍ୟାଣ୍ଟିନରେ ସାହାରା ପାଇଥିବା  ଅନେକ ପରିବାର l କୌଣସି କ୍ଷମତା ବା ସମ୍ପତ୍ତି ଶାଳୀ ହୋଇ ନ ଥିବା ସତ୍ୱେ କେବଳ ନିଜର ସେବା ଓ ବ୍ୟବହାର ମାଧ୍ୟମରେ ରେ ଆଜି  ଚିର ଦିନ ପାଇଁ କୋଟି ଲୋକଙ୍କ ପ୍ରିୟଭାଜନ ହୋଇ ପାରିଥିବା ଗୋଟାଏ ଉଦାହରଣ ସାଜିଛନ୍ତି ସୋନପୁରର ସ୍ବର୍ଗତ ଦିଲ୍ଲୀପ ନାଏକ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026

You Might Also Like