-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଭାଗ୍ୟଜ୍ୟୋତି ଜ୍ୟୋତି ଗବେଷଣା କେନ୍ଦ୍ର, କଟକ ଓ କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା ର ବାର୍ଷିକ ଉତ୍ସବ ପାଳିତ, ଭାଗ୍ୟଜ୍ୟୋତି ପରମେଶ୍ବର ପଞ୍ଜିକା ୨୦୨୩-୨୪ ଉନ୍ମୋଚିତ

02-Jan-2023



ସୁବର୍ଣ୍ଣପୁର//ଆଜି ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ଜଗନ୍ନାଥ ଙ୍କ ଅନନ୍ୟ ଲୀଳା କ୍ଷେତ୍ର ପାତଳୀ ଶ୍ରୀକ୍ଷେତ୍ରର ବୌଦ୍ଧିକ ସଂସ୍କୃତି ମଣ୍ଡପରେ ଭାଗ୍ୟଜ୍ୟୋତି ଜ୍ୟୋତି ଗବେଷଣା କେନ୍ଦ୍ର, କଟକ ଓ କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ବିଶିଷ୍ଟ ଜ୍ୟୋତିର୍ବିଦ ଓ ବିଶିଷ୍ଟ ପାଞ୍ଜି ଗଣକ ମେଡେନ କୁମାର ବିଶିଙ୍କ ପୌରୋହିତ୍ୟ ରେ ପାହାଡ ଉପରେ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଦ ଯୁଗଳ ରେ ଚଳିତ ବର୍ଷ ର ଭାଗ୍ୟଜ୍ୟୋତି ପରମେଶ୍ବରୀ ପଞ୍ଜିକା କୁ ଅର୍ପଣ କରଯାଇଥିଲା । ତାପରେ ପାହାଡ   ତଳରେ ଥିବା ବୌଦ୍ଧିକ ସଂସ୍କୃତି ମଣ୍ଡପରେ ପାତଳୀ ଶ୍ରୀକ୍ଷେତ୍ର  ଟ୍ରଷ୍ଟ ର ସଦସ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଂଯୋଜନା ରେ ୧୦ଟି ଜିଲ୍ଲା ରୁ ଆସିଥିବା ବିଶିଷ୍ଟ ପଣ୍ତିତଙ୍କ ସହିତ ଆଲୋଚନା ହୋଇଥିଲା l । ସମ୍ମାନିତ ଅତିଥି ଭାବରେ ବରିଷ୍ଟ ପଣ୍ଡିତ ଟିକେଶ୍ୱର୍ ଗୁରୁ , ପଣ୍ଡିତ ପ୍ରଭାକର ତ୍ରିପାଠୀ , ପଣ୍ଡିତ ୟୋଗେଦ୍ର ହୋତା, ପଣ୍ଡିତ ଗୁଣ ସାଗର ପଣ୍ଡା ଓ ଭାଗ୍ୟ ଜ୍ୟୋତି ପ୍ରକାଶକ ରଂଜନ ସେନାପତି , ଗୁରୁ ପ୍ରସାଦ ରଥ, ବିବେକାନନ୍ଦ ପଣ୍ଡା ପ୍ରମୁଖ ଭାଗ୍ୟ ଜ୍ୟୋତି ପ୍ରକାଶନ ର ପଞ୍ଜିକା ର ଲଗ୍ନ, ନିର୍ଘଣ୍ଟ ଓ ପର୍ବ ପର୍ବାଣୀ ତଥା ସମସ୍ତ ଗଣନା କୁ ପ୍ରଶଂସା କରିଥିଲେ । ଆଜିର ଏ ବିଜ୍ଞାନ ଯୁଗ ରେ ଏ ପାଞ୍ଜି ପ୍ରତି ଘରେ  ବ୍ୟବହାର କଲେ ଓ ରଖିଲେ ମାନବ ସମାଜର କଲ୍ୟାଣ ହେବ ବୋଲି ଶ୍ରୀ  ବିଶି କହିଥିଲେ। ଏ କାର୍ଯକ୍ରମ ରେ ଚଳିତ ବର୍ଷ ସକାଶେ ପ୍ରାଚ୍ୟ ବିଦ୍ୟାରେ ନୈପୁଣ୍ୟ ଦକ୍ଷତା ହାସଲ କରିଥିବା ଆଦର୍ଶ ଶିକ୍ଷକ ପୁର୍ଣ୍ଣ ଚନ୍ଦ୍ର ପାଢୀ, ବଲାଙ୍ଗିର ଜିଲ୍ଲାରେ ଜ୍ୟୋତିର୍ବିଦ  ଅଜିତ କୁମାର କର , ଜ୍ୟୋତିବିଦ ଶ୍ରୀ ଜଗଦୀଶ ପୁରୋହିତ, ସମ୍ୱଲପୁର ଜିଲ୍ଲାର ଜ୍ୟୋତିର୍ବିଦ  ପଣ୍ଡିତ ସୁରେନ୍ଦ୍ର କୁମାର ପଣ୍ଡା, ବୌଦ୍ଧ ଜିଲ୍ଲାର ଜ୍ୟୋତି ବିଦ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର, ବରଗଡ ଜିଲ୍ଲାର ହେମନ୍ତ କୁମାର ମିଶ୍ର ଙ୍କୁ ମାନ ପତ୍ର, ଉତ୍ତରୀୟ ଓ ଫୁଲ ମାଲ ଦେଈ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ କୋଶଳ ଜ୍ୟୋତି ଜ୍ଞାନ ପଣ୍ଡିତ ମହାସଭା ର ସମ୍ପାଦକ ପ୍ରକାଶ ପୁଝାରୀ ସମସ୍ତ ଅତିଥି ଓ ପଣ୍ତିତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆଜିର ପଣ୍ତିତ ମହାସଭାକୁ ଚନ୍ଦନ ପାଢୀ , ଶୁଭମ୍ ପାଢୀ, ପଣ୍ତିତ ମନ ରଂଜନ ପାଢୀ, ବ୍ରଜେନ୍ଦ୍ର କୁମାର ବିଶି , ଅଜିତ ବାରିକ୍, ଅଜିତ୍ ସେଠୀ, ମନୋଜ୍ ପଣ୍ଡା , ସନତ ପୁରୋହିତ, ବଳରାମ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ସହାଯୋ ଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like