-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
14-Dec-2022
ଟିଟିଲାଗଡ(ସନ୍ତୋଷ କୁମାର ନାଏକ) - ଟିଟିଲାଗଡ ମାର୍ଚେଣ୍ଟ ଏସୋସିଏନ ର ଟି ଏମ ଏ ଭବନ ସ୍ଥାନୀୟ ବିଧାୟିକା ତଥା କ୍ୟାବିନେଟ୍ ମନ୍ତ୍ରୀ ଟୁକୁନି ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଆୟୋଜିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ପୂର୍ବ ଲାୟନ ଜିଲ୍ଲା ଗଭର୍ଣ୍ଣର ସଂଜୟ ସାହୁ ଯୋଗ ଦେଇଥିଲେ। ସେହିପରି ଏହି କାର୍ଯ୍ୟକ୍ରମ ରେ ସଙ୍ଘ ସଭାପତି ସମ୍ଭୂ ପ୍ରସାଦ ଗୋୟଲ ସଭାପତିତ୍ବ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସଂଘ୍ ବରିଷ୍ଟ ସଦସ୍ୟ ତଥା ସାମ୍ବାଦିକ ଈଶ୍ବର ଜୈନ।