-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
03-Dec-2020
ବରଗଡ଼, (ମୁକୁନ୍ଦ ଦାସ) - କେନସର ଡାକ୍ତରଖାନା ପାଇଁ ଏକ ସ୍ଥାନ ଡିଜାଇନ୍ କରିବାକୁ ଏକ ଦଳ ବରଗଡରେ ପହଞ୍ଚିଛି |
ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଭୁବନେଶ୍ୱରର ଏକ ଟିମ୍ ଖେଡାପାଲିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ଉକ୍ତ ସ୍ଥାନ ଯାଞ୍ଚ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ନୂଆ ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ପରିସରରେ 50 ଶଯ୍ୟା ବିଶିଷ୍ଟ କ୍ୟାନସର୍ ହସ୍ପିଟାଲ ନିର୍ମାଣ ହେବ l ଏଥିପାଇଁ ଆନୁମାନିକ 18 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି l. ନୂଆ ହସ୍ପିଟାଲ ର ଏକ ମାନଚିତ୍ର ପ୍ରସ୍ତୁତ କରାଯାଇଛି l