-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଡାବୁଗାଁ ବ୍ଲକରେ ସରକାରୀସ୍ତରରୁ ସଚେତନତା ଅଭାବରୁ ବଡୁଛି ବାଲ୍ୟ ବିବାହ

05-Dec-2022



ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ସରକାରୀ ସ୍ତରରୁ ସଚେତନତା ଅଭାବରୁ ବଡୁଛି ବାଲ୍ୟ ବିବାହ l ସୂଚନାଯୋଗ୍ୟ ଯେ, ଡାବୁଗାଁ ପଂଚାୟତର ଡୁମୁନିଗୁଡା ନିକଟ ବର୍ତ୍ତୀ ବିଜୁ ଗୁଡା ଗ୍ରାମରେ ବାଲ୍ୟ ବିବାହକୁ ରୋକା ଯାଇଥିବା ଜଣା ପଡିଛି | ପ୍ରାପ୍ତ ଖବରରୁ ଜଣା ଯାଇଛି ଯେ ଡାବୁଗାଁ ବ୍ଲକ ଡାବୁଗାଁ ପଂଚାୟତ ଅଧୀନ ଡୁମୁନି ଗୁଡା ନିକଟ ବର୍ତ୍ତୀ ବିଜୁଗୁଡା ଗ୍ରାମର ନାବାଳକ ସନ୍ୟାସୀ ଜାନି ଓ ନାବାଳିକା ଉଆଁସୀ ଜାନି ଗତ ୨୭ ନଭେମ୍ବର ୨୦୨୨ରୁ ଗାଁ ଛାଡି ବାହାରକୁ ଚାଲି ଯାଇଥିଲେ | ସେହି ପୁଅ ଓ ଝିଅର ପରିବାର ଜାଣିବା ପରେ ଖୋଜା ଖୋଜି କରିଥିଲେ | କିଛି ଦିନ ପରେ ଉକ୍ତ ପରିବାରର ମୁଖ୍ୟ ମାନେ ନାବାଳକ ଓ ନାବାଳିକାକୁ ଘରକୁ ଆଣି ବୁଝା ସୁଝା କରିଥିଲେ | ଏହି ବିଷୟକୁ ନେଇ ଗ୍ରାମରେ ଏକ ଗ୍ରାମ ସଭା କରାଯାଇଥିଲା | ସେହି ଗ୍ରାମସଭା ରେ ବାଲ୍ୟ ବିବାହ କମିଟି ସଭାପତି କମଳ ପୂଜାରୀ, ପରଜା ସମାଜ ର ସଭାପତି ରାମଚନ୍ଦ୍ର ଜାନି, ବିଜୁଗୁଡା ଅଙ୍ଗନୱାଡି କର୍ମୀ  ଡମଣୀ ଜାନି, ସ୍ପ୍ରେଡ଼ କର୍ମୀ ଦଳମା ହରିଜନ ଏବଂ ପୁଅର ପିତା ଜଗବନ୍ଧୁ ଜାନି ଓ ଝିଅର ପିତା ଜଗନ୍ନାଥ ଜାନି ଉପସ୍ଥିତ ଥିବା ବେଳେ ଗ୍ରାମର ଅନ୍ୟମାନେ ସହଯୋଗ କରିଥିଲେ | ଏ ବିଷୟକୁ  ସରକାରଙ୍କ ନିୟମାନୁଯାୟୀ ପ୍ରତି ପଞ୍ଚାୟତର ଶିଶୁ ସୁରକ୍ଷା କମିଟି ଗଠିତ ହୋଇଛି | ବର୍ତ୍ତମାନ ସରକାରୀ ସ୍ତରରେ ଗାଁ କଲ୍ୟାଣ ସମିତି ଶିଶୁ ସୁରକ୍ଷା କମିଟି ଭାବେ ନାମିତ ହେବ | ଏହି କମିଟି ବାଲ୍ୟ ବିବାହ ଶିଶୁ ଶ୍ରମିକ ରୋକିବା ପାଇଁ ଗ୍ରାମ୍ୟ ସ୍ତରରେ ଚେଷ୍ଟା କରିବ କିନ୍ତୁ ଡାବୁଗାଁ ବ୍ଲକରେ କଥା କିଛି ଅଲଗା | ତେଣୁ ବାଧ୍ୟହୋଇ ଗ୍ରାମବାସୀମାନେ ନିଜସ୍ୱ ଉଦ୍ୟମରେ ଏହାକୁ ରାକିବାକୁ ଚେଷ୍ଟା କରୁଛନ୍ତି। ଗାଁ କଲ୍ୟାଣ ସମିତି ତରଫରୁ  ବିଜୁଗୁଡା ଗ୍ରାମରେ ବାଲ୍ୟ ବିବାହକୁ ସଫଳତାର ସହ ରୋକା ଯାଇଛି | ଡାବୁଗାଁ ବ୍ଲକର ୧୪୨ଟି ଅଙ୍ଗନୱାଡି କେନ୍ଦ୍ରରୁ ନଅ ଗୋଟି ବାଲ୍ୟ ବିବାହକୁ ଗତ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ରୋକା ଯାଇଥିଲା ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ହସ୍ତକ୍ଷେପଯୋଗୁଁ କିନ୍ତୁ ବ୍ଲକସ୍ତରରେ ସଚେତନତାର ଘର ଅଭାବ ଦେଖିବାକୁ ମିଳୁଛି | ଉକ୍ତ ବାଲ୍ୟ ବିବାହକୁ ରୋକିବାରେ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ଜାତି ସମାଜର ସଭ୍ୟମାନେ ସହଯୋଗ କରିଥିଲେ | ଉକ୍ତ ବାଲ୍ୟ ବିବାହକୁ ଆପ୍ପ ମାଧ୍ୟମରେ ସଚେତନ କରାଯାଇଛି ବୋଲି ପ୍ରକାଶ କରିଥିଲେ |

(ରିପୋର୍ଟ/ମିହିର ଶଙ୍କର ପାତ୍ର,ନବରଙ୍ଗପୁର) 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like