-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
04-Dec-2022
ବଲାଙ୍ଗୀର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ତୁଳସୀନଗରଫ୍ରେଣ୍ଡ୍ସ ଫର ଏଭର ଗ୍ରୁପର ବାର୍ଷିକ ବଣଭୋଜି ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ୧୨ ବର୍ଷ ହେଲା ଏହି ବଣଭୋଜିଟି ଚାଲି ଆସୁଅଛି l ଏ ବର୍ଷର
ବଣଭୋଜିଟି ବଲାଙ୍ଗୀର ଆରଟିଓ ପାଖ ନର୍ସରୀ ଠାରେ ଆୟୋଜନ କରାଯାଇଥିଲା l ଉକ୍ତ ଭୋଜିରେ ସାମିଲ ହୋଇ ସହଯୋଗ କରିଥିଲେ ବିକ୍ରମ, ବୁଲୁ, ଦିଲୀପ, ସୂର୍ଯ୍ୟ, ତପେସ୍ୱର, ବିନୋଦ, ଜଗନ୍ନାଥ, ଦୁର୍ଗା, ପିଙ୍କୁ, ନରେଶ, ଧୂବା, ଦିନେଶ, ଜୟକିସନ, ପଙ୍କଜ ଓ ରାମ ଦାଦା ପ୍ରମୁଖ l