-+91-9937148622 |

prerana_bgr@rediffmail.com |

  Friday 15th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଆମ୍ବୁଲାନ୍ସରୁ ତେଲ ସରି ଯିବାରୁ ରୋଗୀ ମୃତ   (15-May-2026)       ||      ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପରେ ଚାଷୀଙ୍କୁ ମିଳିଲା ନ୍ୟାୟ”   (15-May-2026)       ||      *ସୁବର୍ଣ୍ଣପୁର ମେଡିକାଲ୍ ଓ ସୋନପୁର ବ୍ଳକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ ଓ ଜରିମାନା ଆଦାୟ*-   (15-May-2026)       ||      ନୂତନ ସମ୍ବଲପୁର”ର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ*    (15-May-2026)       ||      ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି, ଗୋଟିଏ କମ୍ପ୍ଲେକ୍ସ ରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ   (15-May-2026)       ||      ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   (15-May-2026)       ||      ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ    (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      *ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   (14-May-2026)       ||      ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   (14-May-2026)       ||      ସାମ୍ବାଦିକ ଙ୍କ ମାତୃ ବିୟୋଗ   (14-May-2026)       ||      ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||      ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   (14-May-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   (14-May-2026)       ||      ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ    (14-May-2026)       ||      ଦଶମ ଜିଲ୍ଲାପରିଷଦ ବୈଠକ ଶେଷ    (14-May-2026)       ||      ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   (14-May-2026)       ||      ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||     

HOME   ରାଜ୍ୟ

ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ସହ ଚାର୍ଟର ପ୍ଲେନରେ ଉଡ଼ିଥିଲେ ଅରୂପ ପଟ୍ଟନାୟକ

02-Dec-2020



ଭୁବନେଶ୍ୱର,(ପ୍ରେରଣା ଖବର) :  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ ।  ଧୀରେ ଧୀରେ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ପେଡ଼ି ମଧ୍ୟ ଖୋଲୁଛି ।  ତେବେ  ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ସହ ଚାର୍ଟର ପ୍ଲେନରେ ଉଡ଼ିଥିଲେ  ଓଡ଼ିଶା ମୋ ପରିବାର ମୁଖ୍ୟ ତଥା ବିଜେଡି ନେତା ଅରୂପ ପଟ୍ଟନାୟକ ।  ଏକଥା ଆମେ କହୁନାହୁଁ ।  ଏକଥା କହିଛନ୍ତି ନିକଟରେ ବିଜେଡିରୁ ବହିଷ୍କୃତ ହୋଇଥିବା  ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ।
ଶ୍ରୀମତୀ ପାଣିଗ୍ରାହୀ କହିଛନ୍ତି ଯେ, ଜୁଲାଇ ୧୧ ତାରିଖ ଦିନ ଆକାଶଙ୍କ ସହ ଅରୂପ ପଟ୍ଟନାୟକ ଚାର୍ଟରରେ ଯାଇଥିଲେ ।  ଭୁବନେଶ୍ୱରରୁ ପୁନେ ପର୍ଯ୍ୟନ୍ତ ସମସ୍ତେ ଏକାଠି  ଯାତ୍ରା କରିଥିଲେ ।  ପୁନେରୁ ମୁମ୍ବାଇ ଉକ୍ତ ଚାର୍ଟର ପ୍ଲେନରେ ଅରୂପ  ଏକା ଯାଇଥିଲେ ।  ଆମେ ଚାର୍ଟର ପ୍ଲେନରେ ଗଲୁ, ତାହା ହେଲା ଜନବିରୋଧୀ ।  ଅରୂପ  ପଟ୍ଟନାୟକ ଗଲେ, ସେ କ’ଣ ଜନବିରୋଧୀ ନୁହନ୍ତି ବୋଲି ଶ୍ରୀମତୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି ।  ସେ ସରକାରରେ ଅଛନ୍ତି ବୋଲି ଜନବିରୋଧୀ ନୁହନ୍ତି କି ବୋଲି ଶ୍ରୀମତୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି ।  ସରକାରରୁ ବାହାରିଗଲା ଆମେ ଜନବିରୋଧୀ ହୋଇଗଲୁ ବୋଲି କି ସେ ପ୍ରଶ୍ନ କରିଛନ୍ତି । ତେବେ ସୁଜାତା ପାଣିଗ୍ରାହୀଙ୍କ ଅଭିଯୋଗ ନେଇ ଅରୂପ ପଟ୍ଟନାୟକଙ୍କ ପ୍ରତିକ୍ରୟା ମିଳିପାରିନାହିଁ ।
 ପ୍ରକାଶ ଯେ, ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କୃତ କରାଯାଇଛି ।  ପାଠକ ବାପା ପୁଅଙ୍କ ସମ୍ପର୍କକୁ ନେଇ ବିବାଦରେ ଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଛି ।  ତେବେ ବହିଷ୍କୃତ ପରେ ଦୀର୍ଘ ଅନୁଭୂତିରୁ  ସେ ଦଳର ପରିଚାଳନା ସମ୍ପର୍କରେ ଅନେକ ଗୁମର ଖୋଲିଛନ୍ତି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଆମ୍ବୁଲାନ୍ସରୁ ତେଲ ସରି ଯିବାରୁ ରୋଗୀ ମୃତ   15-May-2026
  ଜିଲ୍ଲା  
ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପରେ ଚାଷୀଙ୍କୁ ମିଳିଲା ନ୍ୟାୟ”   15-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ମେଡିକାଲ୍ ଓ ସୋନପୁର ବ୍ଳକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ ଓ ଜରିମାନା ଆଦାୟ*-   15-May-2026
  ଜିଲ୍ଲା  
ନୂତନ ସମ୍ବଲପୁର”ର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ*   15-May-2026
  ଜିଲ୍ଲା  
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି, ଗୋଟିଏ କମ୍ପ୍ଲେକ୍ସ ରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ   15-May-2026
  ଜିଲ୍ଲା  
ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   15-May-2026
  ଜିଲ୍ଲା  
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
*ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   14-May-2026
  ଜିଲ୍ଲା  
ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   14-May-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ମାତୃ ବିୟୋଗ   14-May-2026

You Might Also Like