-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||     

HOME   ଜିଲ୍ଲା

ସ୍ୱଚ୍ଛ ପୌର ପରିଷଦ ର ଅସ୍ଵଚ୍ଛ ନମୁନା

14-Nov-2022



ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ) - ବଲାଙ୍ଗୀର ପୌର ପରିଷଦ ନୂତନ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲାପରେ ବଲାଙ୍ଗୀର ବାସୀ ଆଶା କରୁଥିଲେ ବଲାଙ୍ଗୀର ପରିସ୍ଥିତି ରେ କିଛିଟା ସୁଧାର ଆସିବ । କିନ୍ତୁ ଆଶା ଆଶା ରେ ହିଁ ରହିଗଲା । ପ୍ରତିଶୃତି ର ପାହାଡ ଦେଖାଇ ଦେଇ ସାଧାରଣ ଜନତା ଙ୍କୁ ଭକୁଆ ବନେଇ ଚାଲିଲେ ସେହି ଗତାନୁ ଗତିକ ଶାସନ ।।ବଲାଙ୍ଗୀର ସହରରେ ଡ୍ରେନେଜ୍ ବ୍ୟବସ୍ଥା ସୁଧୁରିବା ବଦଳରେ ଆହୁରି ଅସଜଡା ହେଲାଣି । ସହରର

ମୁଖ୍ୟ ରାସ୍ତା ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟାନ୍ୟ ରାସ୍ତା ଗୁଡ଼ିକ ଯଦିଓ ନିକଟ ଅତୀତରେ ତିଆରି କରାଯାଇଥିଲା ତାହା ଏବେ ଫାଟି ଗଲାଣି । ସହରଟି ଦିନକୁ ଦିନ ଜନାକିର୍ଣ ହେବାକୁ ବସିଥିବା ବେଳେ ରାସ୍ତା ଘାଟରେ ଆଲୋକି କରଣ ଅଭାବ ପରିଲକ୍ଷିତ ହୁଏ।ପୋଖରୀ ଗୁଡ଼ିକର ପୁନଃରୁଦ୍ଧାର କରାଯାଇ ପାରୁନଥିବା ବେଳେ ତାହା ଅନେକ ସ୍ଥାନରେ ପୋତି ହୋଇଗଲାଣି ଏବଂ ଡ୍ରେନ ପାଣି ମିଶି ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ ।
   ସଂକୀର୍ଣ୍ଣ ରାସ୍ତା ଘାଟ ସହିତ ସହରରେ ବୁଲା ଗାଈ,ଷଣ୍ଢ  ଙ୍କର୍ ଉତ୍ପାତ ମଧ୍ୟ କିଛି କମ ନୁହେଁ ।ଏମାନଙ୍କ ପାଇଁ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଆହତ ହେଉଛନ୍ତି । କାଞ୍ଜିଆ ହୁଦା ପରିକଳ୍ପନା କେବଳ ସ୍ୱପ୍ନରେ ରହିଗଲା । ସହରରେ ବର୍ଷା ଜଳ ସଂରକ୍ଷଣ ପାଇଁ ' ମୁକ୍ତା ' ଯୋଜନାରେ ଯେଉଁ ନିମ୍ନମାନର କାମ କରାଯାଇ ଅର୍ଥ ହରିଲୁଟ କରାଗଲା ତାହା ପାଇଁ ଉତ୍ତରଦାୟୀ କିଏ? 
   ସହରର ବିଭିନ୍ନ ୱାର୍ଡ ମାନଙ୍କରୁ ଅଳିଆ ଉଠାଇବା ପାଇଁ ଯେଉଁ ବ୍ୟାଟେରୀ ଚାଳିତ ଗାଡି କିଣା ଯାଇଥିଲା , ସେଥିରୁ ଅର୍ଦ୍ଧାଧିକ ଗାଡ଼ି ଖରାପ ହୋଇ ପଡ଼ି ରହିଥିବା ବେଳେ ଭଡ଼ାରେ ବାହାରୁ ଗାଡ଼ି ଅଣାଯାଇ କାର୍ଯ୍ୟ ତୁଲାଉଛନ୍ତି । ଏଠାରେ ପ୍ରଶ୍ନ ଉଠେ କିଣା ଯାଇଥିବା ଗାଡ଼ିର ମରାମତି କରାନଯିବା ପଛର ରହସ୍ୟ କଣ । ଯେଉଁ ମହିଳା ମାନେ ଏହି ଗାଡ଼ି କୁ ଚଳାଉ ଥିଲେ ସେମାନେ ଏବେ କେଉଁଠି,କେଉଁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।ଚନ୍ଦନ ସିକ୍ୟୁରିଟି କୁ ଏହି ଦାୟିତ୍ଵ ଦିଆଯାଇଛି ଏବଂ ଯେଉଁ ଶ୍ରମିକ ମାନେ ଏଥିପାଇଁ ନିୟୋଜିତ ସେମାନଙ୍କର ଉପସ୍ଥାନ ଏବଂ କାର୍ଯ୍ୟ ଅନୁଧ୍ୟାନ କରୁଛି କିଏ ।ସଂପୂର୍ଣ୍ଣ ଦାୟିତ୍ଵ

କାହା ଉପରେ ନ୍ୟସ୍ତ କରାଯାଇଛି । 
   ଜମି ମାନଙ୍କର କିସମ ପରିବର୍ତ୍ତନ,ଗୃହ ନିର୍ମାଣ ପାଇଁ ଅନୁମୋଦନ ଏବଂ ଜମି କିଣାବିକା ପାଇଁ ପଡ଼ି ରହିଥିବା ପ୍ରାୟ ୨୦୦ ଗୋଟି ଆବେଦନ ଦୀର୍ଘ ଦିନ ରୁ ପଡ଼ି ରହିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ କି ପଦକ୍ଷେପ  ନେଇଛନ୍ତି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
   ସର୍ବୋପରି କର୍ମଚାରୀ ଙ୍କ ପାଉଣା ବାବଦରେ ଜିଲ୍ଲାପାଳ ପଚିଶ ପ୍ରତିଶତ କାଟି ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ସମସ୍ତ କର୍ମଚାରୀ ମାନେ ନିୟମିତ ଭାବରେ କାମକୁ ଆସୁନଥିଲେ ।ସମ୍ଭବତଃ ଜିଲ୍ଲାପାଳ ଙ୍କ ଅଗୋଚରରେ ଏହି ସମସ୍ତ କାର୍ଯ୍ୟ କରାଯାଉଛି ବୋଲି ଚର୍ଚ୍ଚା ହେଉଛି।
   କେବଳ ସେତିକି ନୁହେଁ,ଜିଲ୍ଲାପାଳ ଙ୍କ ଆଦେଶ ଅନୁଯାୟୀ ଅମିନ ତପି ସୁନା ଙ୍କୁ ପାଟଣାଗଡ଼ ଏନ୍ ଏ ସି କୁ   ଡେପୁଟେଶନ ରେ ବଦଳି କରାଯାଇଥିବା ବେଳେ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପୌରଧ୍ୟକ୍ଷା ଆଜକୁ ମାସାଧିକ କାଳ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ ରିଲିଭ୍ ନ କରି ରଖିଛନ୍ତି । ତପି ସୁନା ଙ୍କୁ ଏଠାରୁ ରିଲିଭ୍ ନ କରି ଏଠି ରଖିବା ପଛରେ କି ସ୍ବାର୍ଥ ଅଛି ।ସଂପୃକ୍ତ ଅମିନ କୁ ଅମିନ କାମ ବଦଳରେ ଅନ୍ୟ ଦୁଇଗୋଟି କାମର ଦାୟିତ୍ଵ ଦେଇ ଅଧିକାରୀ ଗଣ କେଉଁ ସ୍ବାର୍ଥ ହାସଲ କରୁଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହୁଏ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026

You Might Also Like