-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

‌ବିଜେପୁର ବ୍ଲକରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

23-Oct-2022



ବରଗଡ(ନିରଞ୍ଜନ ତ୍ରିପାଠୀ) :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ‌ବଡ଼ବାଉସେନ କ୍ଳଷ୍ଟର ର କୁର୍କୁଟା ଉ.ପ୍ରା. ବିଦ୍ୟାଳୟ ଠାରେ ଅନୁଷ୍ଠିତ  ସୁରଭି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ଯ ସୁଦାମ ଚରଣ ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସଭାପତି ପ୍ରଦୀପ କୁମାର ଭୋଇଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ଯରେ

‌ମୂଖ୍ୟ ଉପଦେଷ୍ଟା-ବରିଷ୍ଠ ଶିକ୍ଷକ ପ୍ରେମରାଜ ପଟେଲ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ।-ସିଆରସିସି ଦୁର୍ବାଦଳ ବଡ଼ଗୁଛିଆ ଉଦ୍ଦେଶ୍ଯ ଜ୍ଞାପନ କରିଥିବାବେଳେ,ବର୍ଷାରାଣୀ ସାହୁ ମଞ୍ଚ ପରିଚାଳନା କରିଥିଲେ। 

‌ଉଦଯାପନୀ ଉତ୍ସବରେ ସଭାପତି ସୁନନ୍ଦା ପଣ୍ଡାଙ୍କ ଅଧ୍ଯକ୍ଷତାରେ
ମୂଖ୍ୟ ଅତିଥି-ବଡ଼ବାଉସେନ ଗ୍ରା.ପ. ର ସରପଞ୍ଚ ପଙ୍କଜିନୀ ମହାନନ୍ଦ
ସମ୍ମାନିତ ଅତିଥି-ବଡ଼ବାଉସେନ ଗ୍ରା.ପ. ର ସମିତି ସଭ୍ୟା ବାସନ୍ତୀ ମଲ୍ଲିକ ଯୋଗଦେଇଥିଲେ। ଶୈଲେନ୍ଦ୍ର ମିଶ୍ର,ଜେକବ ନନ୍ଦ,ହିମାଂଶୁ ଶେଖର ସାହୁ,ପ୍ରଭାସ ପାଣ୍ଡେ,ରାମଚନ୍ଦ୍ର ଭୋଇ,ପ୍ରଦୀପ ପାଣିଗ୍ରାହୀ,ଚିତ୍ତରଞ୍ଜନ ସୁନା,ଚାରୁଚରଣ ବିଶ୍ବାଳ,ରମାକାନ୍ତ ପୃଷ୍ଟି,ପବିତ୍ର ମଟାରୀ, ଜାନକୀବଲ୍ଲଭ ପଧାନ, ରୋନାବାଲା ମହାନ୍ତି,ସରୋଜ ପ୍ରଧାନ,ଲକ୍ଷ୍ମୀ ନାରାୟଣ ରଣା,ବିଜୟ ସାହୁ,ସୁବାଷ ଚନ୍ଦ୍ର ଭୋଇ,ବିବେକାନନ୍ଦ ସାହୁ,ନବୀନ କୁମାର ପଧାନ,ରଜତ ଭୋଇ,ସୀମା ମେହେର, ନଲିନୀ ସାହୁ,ଯଜ୍ଞସିନୀ ସାହୁ,କ୍ଷୀରୋଦ୍ର ସାହୁ, ଗୀତା ବାରିକ,ଲିଙ୍ଗରାଜ ସାହୁ,ଗୌରାଙ୍ଗ ପଧାନ, ଧନେଶ୍ବର ମେହେର, ଆକାଶ ସାହୁ,ହେମସାଗର ମେହେର, ଦଶରଥ ଗଡ଼ତୀଆ ପ୍ରମୁଖ ସହଯୋଗ କରିଥିଲେ। ପ୍ରେମରାଜ ପଧାନ ଧନ୍ଯବାଦ ଅର୍ପଣ କରିଥିଲେ।ସେହିପରି ବାନ୍ଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାନ୍ଦୁପାଲି କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିକ୍ଷକ ସ୍ବପ୍ନେଶ୍ବର ରଥଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ ପଧାନ, ବାନ୍ଦୁପାଲି ଗୌନ୍ତିଆ ଜୟନ୍ତ ସିଦ୍ଦାର, ବରମୁଣ୍ଡା ସରପଞ୍ଚ, ସମିତିସଭ୍ୟ, ଏମଶ୍ରୀଗିଡା ସରପଞ୍ଚ ପ୍ରତିନିଧିଗଣ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସିଆରସିସି ସୀତାରାମ ଦୀପ ଉଦ୍ଦେଶ୍ଯ ଜ୍ଞାପନ କରିଥିବାବେଳେ ଅମୀୟ ପ୍ରସାଦ ଭୋଇ ,କୃଷ୍ଣଚନ୍ଦ୍ର ନାଏକ ସମାରୋହକୁ ସଂଯୋଜନା କରିଥିଲେ। ବାମନ ଚେରକିଆ, ଉମାକାନ୍ତ ଚୌହାନ, ଚକାଡୋଳା ତରିଆ, ବିଭୂତି ଭୂଷଣ ସାହୁ, ପ୍ରଭାତ ମୋହନ ମିଶ୍ର, କଲ୍ଯାଣୀ ହୋତା, ସନ୍ତୋଷ ବାଗ, ବିଶ୍ବଜିତ ହେତା, ନୀଲିମା ସାହୁ, ସୌଦାମିନୀ ବାରିକ, ମିତା ଗଡତିଆ, ଦୁଷ୍ମନ୍ତ

ମିଶ୍ର, କୈଲାସ ରାଜହଂସ,,ଅତୋଷ ସାହୁ, ଦମୟନ୍ତୀ ମେହେର, ମାନିନୀ ପଧାନ, ଦିଲ୍ଲୀପ ପଧାନ, ମାଧବ ସାହୁ, ଭାସ୍କର ସାହୁ, ରାଣା ପ୍ରତାପ ସିଂ, ଲତିକା ଡନସନା, ସରୋଜ ବିଶ୍ବାଳ,ଯଦୁମଣି ପଧାନ, ଗଜାନନ ସାହୁ, ଭଗବାନ ସାହୁ, କିଶୋର ଚନ୍ଦ୍ର ପଧାନ ପ୍ରମୁଖ ସହଯୋଗ କରିଥିଲେ। ଚୈତନ୍ୟ ସାହୁ, ପ୍ରଫୁଲ୍ଲ ପଧାନ, ଟଙ୍କଧର ପଟେଲ, ରୀମା ପଧାନ, ସନ୍ତୋଷିନୀ ପଟେଲ, ଆନନ୍ଦିନୀ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ,କ୍ଳଷ୍ଟର ସ୍ତରୀୟ ରେ ବିଭିନ୍ନ ପ୍ରତିଯୋଗିତାରେ ଯେଉଁମାନେଶ୍ରେଷ୍ଠ ପ୍ରତିଯୋଗୀ ସେମାନେ ଆଗାମୀ ୩ ରେ ବିଜେପୁର ସଂକର୍ଷଣ ୟୁପି ସ୍କୁଲରେ ଅନୁଷ୍ଠିତ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗନେବେ ବୋଲି ଜଣାପଡିଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like