-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ତୁଷୁରା ରେଳଫାଟକ ନିକଟରେ ଓଡି ଜିରୋ ଥ୍ରୀ ଏନ୍ ୮୮୭୫ ନମ୍ବର ଥିବା ବଜାଜ୍ ସିଟି ୧୦୦ ଓ ଓଡି ଜିରୋ ଥ୍ରୀ ଏମ୍ ୭୨୨୮ ନଂ କ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଲରେ ଘଟଣା ସ୍ଥଳରେ ତିନିଜଣଙ୍କ ର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ବଲାଙ୍ଗୀର ଇଛାପଡା ର ୩ ଜଣ ଯୁବକ ତୁଷୁରା ରୁ ରଙ୍ଗ କାମ କରି ଘରକୁ ଫେରୁଥିଲେ। ତୁଷୁରା ରେଲ ଫାଟକ ନିକଟରେ ଭାରସାମ୍ଯ ହରାଇ କ୍ରେନ୍ ସହ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହେମନ୍ତ ମନହୀରାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣଙ୍କୁ ବଲାଙ୍ଗିର ଭିମଭୋଇ ମେଡିକାଲ
ରେ ଭର୍ତ୍ତି କରାଯାଇଥିଲା। ଅତ୍ୟାଧିକ ଗୁରୁତର ହେବାରୁ ବୁର୍ଲା ମେଡିକାଲ ରେଫର କରାଯାଇଥିଲା ଅଧବାଟରେ ନୁଆଖାଉ ଓ ପେଟୁ ମହାଲିଙ୍ଗ ର ମୃତ ହୋଇଥିବା ଜଣାପଡିଛି।