-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
19-Oct-2022
ନର୍ଲା (ସଞ୍ଜିବ ଦାସ)- ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ ପଞ୍ଚାୟତ ଅଧିନସ୍ଥ ବଲବସପୁର ନେତାଜୀ କ୍ଲବ ର ରୋପ୍ୟ ଜୟନ୍ତୀ ଅବସର ରେ ନେହେରୁ ଯୁବା କେନ୍ଦ୍ର ଅନୁକୂଲ୍ୟ ରେ ଗାଁ ରାସ୍ତା ସଫେଇ କରାଯାଇଥିଲା | ସଭାପତି ଶ୍ରୀ ବିଜନ ପଧାନ ଓ ସମ୍ପାଦକ ପ୍ରଦୀପ ପଧାନ ଙ୍କ ତତ୍ୱାବଧାନ ରେ ସମସ୍ଥ ସଭ୍ୟ ସୁଶାନ୍ତ ବିଶ୍ୱାଳ,ବୁଲୁ ବିଶ୍ୱାଳ, ରିଙ୍କୁ ପଧାନ,ଅଜିତ ପଧାନ, କୈଳାଶ ପଧାନ,ଚନ୍ଦନ ବିଶ୍ୱାଳ, ପିଣ୍ଟୁ ବିଶ୍ୱାଳ, ଶଣ୍ଟୁ ବିଶ୍ୱାଳ,munu, ସଚିନ ସୁବ୍ରତ, ଆକାଶ,ଲିପୁନ ପୋଢ,ବଣ୍ଟି, ମଦନ, ବିଶେଶ୍ୱର,ଶିବୁ ମାଝୀ, ଆଶିଷ କରୁଆଁ,ଦୀପକ ମାଝୀ ପ୍ରମୁଖ ଏବଂ କ୍ଲବ ର ସମସ୍ତ ସଦସ୍ୟ ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟ କ୍ରମ ରେ ଯୋଗଦେଇ କାର୍ଯ୍ୟ କୁ ସଫଳ କରାଇ ଥିଲେ |