-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
କଟକ, (ପ୍ରେରଣା ଖବର) : ଜଗତପୁର ଶିଳ୍ପାଞ୍ଚଳରେ ଆଉ ଏକ ନକଲି ଘିଅ ଫ୍ୟାକ୍ଟ୍ରି ଠାବ; କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଘିଅ ଜବତ; ଘିଅ ପ୍ରସ୍ତୁତିରେ ଲାଗୁଥିବା କେମିକାଲ ଓ ଯନ୍ତ୍ରାଂଶ ଜବତ; ବହୁ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ଜବତ; ଲଗାତାର ୩ ଦିନ କଟକରେ ଠାବ ହେଲାଣି ନକଲି ଘିଅ କାରଖାନା l