-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

ରାଜ୍ୟ ପ୍ରଶାସନର ଦୂରାବସ୍ଥା ଓ ପ୍ରଶାସନିକ ଜଡତା

08-Oct-2022



ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ) :- ବ୍ୟାପକ ଛଟେଇ ପରେ ଭଡ଼ାଟିଆ କର୍ମଚାରୀ ଙ୍କୁ ନେଇ ପ୍ରଗତିପଥେ ରାଜ୍ୟ ପ୍ରଶାସନ ।  ଆର୍ ଟି ଆଇ  ଏକ୍ଟିଭିଷ୍ଟ୍ ପ୍ରଦୀପ ପ୍ରଧାନ ସୂଚନା ଅଧିକାର   ଆଇନ ବଳରେ ମାଗିଥିବା ତଥ୍ୟ ଅନୁଯାୟୀ,Office of Executive Engineer,General Electrical Division no.ll,Cuttack ରେ ୨୪୬ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ।
ରାଜ୍ୟର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରି ବ୍ୟାପକ ଅର୍ଥ ବନ୍ଦୋବସ୍ତ କରିଛନ୍ତି । ବର୍ତମାନ ରାଜ୍ୟ ସରକାର ଙ୍କ ବାର୍ଷିକ ବଜେଟ ହାରାହାରି ୨,୦୦,୦୦୦ କୋଟି ପାଖାପାଖି ହେଲାଣି।ସରକାରଙ୍କ ସବୁ ଯୋଜନାକୁ ସଠିକ୍ ରୂପେ କାର୍ଯକାରୀ କରିବା ପାଇଁ ବ୍ୟାପକ ମାନବ ସମ୍ବଳ ର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟରେ ମାଳ ମାଳ ଯୋଜନା ବଢ଼ି ଚାଲିଥିବା ବେଳେ ବିପୁଳ ଅର୍ଥ ର ପରିମାଣ ମଧ୍ୟ ବଢୁଛି ।ଏହି ସବୁ ଯୋଜନା କୁ ସଫଳ ରୂପାୟନ ଦେବା ପାଇଁ ସରକାରୀ କର୍ମଚାରୀ ଙ୍କ ସଂଖ୍ୟା ବଢିବା ପରିବର୍ତ୍ତେ କମିବାରେ ଲାଗିଛି।ଅନେକ ପଦ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି।ଅନେକ ସରକାରୀ କାର୍ଯ୍ୟାଳୟରେ କାମଚଳା କର୍ମଚାରୀ ଙ୍କୁ ନେଇ କାମ ଚାଲିଛି । ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ପୂରଣ କରାନଯାଇ ଭଡ଼ାଟିଆ କର୍ମଚାରୀ ( Contractual Staff)ଙ୍କୁ ବା Out Sourcing ସଂସ୍ଥା ମାନଙ୍କ ମାଧ୍ୟମରେ ସ୍ୱଳ୍ପ ବେତନ କର୍ମଚାରୀ ନିଯୁକ୍ତି ଦେଇ କାମ କରାଯାଉଛି । ଏହି କର୍ମଚାରୀ ମାନେ ଚାକିରି ଚାଲିଯିବାର କ୍ରମାଗତ ଆଶଙ୍କାରେ କିଛି କିଛି କାମ ନିଷ୍ଠା ର ସହ କରୁଥିବା ଦେଖିବାକୁ ମିଳୁଛି।ଏହି କର୍ମଚାରୀ ମାନଙ୍କର କର୍ମ ତପ୍ତରତା ଯୋଗୁଁ ରାଜ୍ୟ ପ୍ରଶାସନ ଚାଲିଛି ବୋଲି ଜଣା ପଡ଼ୁଛି । 
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପଦବୀ ବେଶୀ ଖାଲି ପଡ଼ିଛି ।ଏହି ଶ୍ରେଣୀ ର କର୍ମଚାରୀ ମାନେ ବେଶୀ କ୍ଷତିଗ୍ରସ୍ତ ହେଉଥିବା ପରିଲକ୍ଷିତ ହୁଏ।ମୋଟା ଅଙ୍କର ଦରମା ପାଉଥିବା ପ୍ରଥମ ଶ୍ରେଣୀ ଅଫିସର ମାନଙ୍କ ପଦବୀ ବେଶୀ ଖାଲି ପଡିନଥିବା ଜଣାଯାଏ । ସୂଚନା ଅଧିକାର ବଳରେ ମଗାଯାଇଥିବା ତଥ୍ୟର ବିବରଣୀ ହେଉଛି,ସମଗ୍ର ରାଜ୍ୟରେ କେଉଁ ସରକାରୀ ଅଫିସ ରେ Sanctioned Post କେତେ,କେତେ ପଦବୀ ଖାଲି ପଡ଼ିଛି, Contractual Post କେତେ ଖାଲି ପଡ଼ିଛି ।ଇତ୍ୟାଦି ତଥ୍ୟ ମାଗିଥିଲେ । ମିଳିଥିବା ତଥ୍ୟ ସୂଚାଉଛି ରାଜ୍ୟ ପ୍ରଶାସନର ଦୂରାବସ୍ଥା ଓ ବିକଟାଳ ଚିତ୍ର । 
କଟକ ସ୍ଥିତ General Electrical Division no.ll ର Executive Engineer କାର୍ଯ୍ୟାଳୟ ରେ ୨୪୬ ପଦବୀ ଖାଲି ପଡ଼ିଛି ।ଆଶ୍ଚର୍ଯ୍ୟ ର ବିଷୟ,ସଂସ୍ଥାର ମୁଖ୍ୟ Executive Engineer ପଦବୀ ଖାଲି ପଡ଼ିଛି ।୨୫ ଟି ଜୁନିଅର ଇଞ୍ଜିନିୟର ପଦବୀ,୬୧ ଟି AC Operator ପଦବୀ,ଲାଇନ୍ ମ୍ୟାନ,Wireman ପଦବୀ ସବୁ ଖାଲି ପଡ଼ିଛି । ଏଭଳି ସ୍ଥିତିରେ କାର୍ଯ୍ୟାଳୟ କେମିତି ଚାଲିଛି ତାହା ଅନୁମାନ କରାଯାଇପାରେ ।ତେବେ ଏଥିରୁ ଜଣାପଡେ ସରକାରୀ କଳର ଦୁର୍ବଳତା ଯୋଗୁଁ ପ୍ରଶାସନିକ ସ୍ତରରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like