-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
08-Oct-2022
ପୁଇଁତଳା, (ବିନୋଦ କୁମାର ଦୀପ) ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୁଇଁତଳା ବ୍ଳକ ଅନ୍ତର୍ଗତ ମହିମୁଣ୍ଡା ଗାଁରେ ଯୁଗ ଜ୍ୟୋତି ଫୁଟବଲ ଆସୋସିଏଶନ ପକ୍ଷରୁ ଆୟୋଜିତ ୩ ଦିନିଆଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋଭାଗ୍ୟ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଫୂଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ବିଜେଡି ରାଜ୍ୟ ସମ୍ପାଦିକା ଶ୍ରୀମତୀ ରଞ୍ଜୁ ରାଏମନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ ଫୂଟବଲ ଟୁର୍ନାମେଣ୍ଟରେ ପୁଇଁତଳା ବ୍ଲକର ୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫୂଟବଲ କମିଟିରେ ସହଯୋଗ କରିଥିଲେ ଛବିଳ ଛନ୍ଦା, ବିବଛ କର୍ମୀ, ଅଭିଷେକ ଭୋଇ, ସୁରେନ୍ଦ୍ର ସେଠ୍, ଅଶୋକ ବାରିକ ଓ ଜିତୁ ପଧାନ ପ୍ରମୁଖ l