-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
02-Oct-2022
ବଲାଙ୍ଗୀର:- ଓଡ଼ିଶା ସରକାର ୧୪୩ ଜଣ ଓଡ଼ିଶା ରାଜସ୍ବ ସେବା ଅଧିକାରୀ ଙ୍କୁ ଓ ଏ ଏସ କନିଷ୍ଠ ଶାଖା କୁ ପଦୋନ୍ନତି ଦେଇଛନ୍ତି ।ବଲାଙ୍ଗୀର ରୁ ଶ୍ରୀଯୁକ୍ତ ଗୁରେଶ୍ୱର୍ ଭୋଇ,ଓ ଏ ଏସ କନିଷ୍ଠ ଶାଖା କୁ ପଦୋନ୍ନତି ପାଇ ବର୍ତମାନ, ଜିଲ୍ଲାପାଳ ବଲାଙ୍ଗୀର ଙ୍କର କାର୍ଯ୍ୟାଳୟ ରେ ନାଜାରତ୍ ଅଫିସର ଭାବେ କାର୍ଯ୍ୟରତ । ସେ ଜଣେ କର୍ମନିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ବେଶ୍ ପରିଚିତ।ଶ୍ରୀଯୁକ୍ତ ଭୋଇ ଙ୍କ ପଦୋନ୍ନତି ରେ ତାଙ୍କୁ ଭଲପାଉଥିବା ତାଙ୍କ ଆତ୍ମୀୟ ସ୍ୱଜନ,ବନ୍ଧୁ ଏବଂ ସହକର୍ମୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।