-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ନରେଗା କୁ ଫଳପ୍ରଦ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ପାଇଁ ନାଗରିକ ବିକାଶ ସଂଗଠନ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ ।

26-Sep-2022



କଳାହାଣ୍ଡି,କୋକସରା(ତ୍ରିନଥ ବେଶ୍ରା): ନରେଗା ସଂଘର୍ଷ ମୋର୍ଚା ଦ୍ଵାରା ଆହୁତ ନରେଗା ଆଇନକୁ ନେଇ ତିନିଦିନିଆ କାର୍ଯ୍ୟ ଦିବସ ଅଭିଯାନ ଅବସରରେ କଳାହାଣ୍ଡି ଜିଲ୍ଲାର ଶହ ଶହ ନରେଗା ଶ୍ରମିକମାନେ ରାଲି, ସାଧାରଣ ସଭା ରଥ ସାମାଜିକ ଗଣମାଧ୍ୟମକୁ ବ୍ୟବହାର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନରେଗା ଆଇନକୁ ଉଲଂଘନର ବିରୋଧ କରିବା ସହିତ ନରେଗା ପାଇଁ  ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ, ଠିକ ସମୟରେ ଦେୟ ଦେବାକୁ ଦାବୀ କରିଥିଲେ । ଓଡିଶା ଶ୍ରମଜୀବୀ ମଞ୍ଚ (OSM)ଏବଂ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା (MSMO)ଙ୍କ ନେତୃତ୍ବରେ ଜିଲ୍ଲା ନାଗରିକ ବିକାଶ  ସଂଗଠନ ପକ୍ଷରୁ ଏହି ତିନି ଦିନିଆ ଅଭିଯାନରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ପ୍ରଧାନ ମନ୍ତ୍ରୀଙ୍କ ନିକଟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି 
ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ନରେଗା ଆଇନର ସଫଳ କାର୍ଯ୍ୟନ୍ବୟନ କରିବା,ବ୍ୟବସ୍ଥିତ ଦୁର୍ନୀତିକୁ ଦୂର କରିବା, ଶ୍ରମିକ ମାନେ ଯେମିତି ଏହି ଆଇନ ଅନ୍ତର୍ଗତ ମୌଳିକ ସୁବିଧା ପାଇପାରିବେ ତାକୁ ସୁନିଶ୍ଚିତ କରିବା ,ଠିକ ସମୟରେ ମଜୁରି ପ୍ରଦାନ କରିବା , ଚାହିଦା ଅନୁଯାୟୀ କାର୍ଯ୍ୟ, ବିଳମ୍ବ ହେଲେ ଦେୟ କ୍ଷତି ପୂରଣ,  ବେକାରି ଭତ୍ତା ଦେବା ପାଇଁ ସରକାର ପ୍ରୟାସ କରିବା ଆବଶ୍ୟକ । 
ଆମର ଦାବୀ ସମୂହ ୭ ରୁ ୧୫ ଦିନ ମଧ୍ୟରେ ଶ୍ରମିକ ମାନଙ୍କର ମଜୁରି ପ୍ରଦାନ ନିଶ୍ଚିତ କରାଯାଉ, ଅଣକୁଶଳୀ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ୮୦୦ ଟଙ୍କା ପ୍ରଦାନ, ବଜେଟରେ ଆବଶ୍ୟକ ପରିମାଣର  ଅର୍ଥ  ବ୍ୟବସ୍ଥା କରାଯାଉ, ସମସ୍ତ କାର୍ଯ୍ୟ କରିବାକୁ ଆବଶ୍ୟକ ଉପକରଣ ଉପଲବ୍ଧ କରାଯାଉ, ଶ୍ରମିକମାନଙ୍କୁ ମଜୁରୀର ୧୦% ଯାତାୟାତ ଖର୍ଚ ପ୍ରଦାନ କରାଯାଉ, ଆପ  ଆଧାରିତ ଦିନକୁ ଦୁଇଥର ଶ୍ରମିକ ଉପସ୍ଥାନ ପ୍ରତ୍ୟାହାର କରିବା,ଦୁର୍ନୀତି ନିବାରଣ ବ୍ୟବସ୍ଥା କରିବା ଆମର ଦାବୀ । ଉକ୍ତ ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସମୟରେ ନାଗରିକ ବିକାଶ ସଂଗଠନର ଜିଲ୍ଲା ଜନ ଓକିଲାତି କମିଟିର କାର୍ଯ୍ୟକର୍ତ୍ତାମାନେ ଯଥା- ଉପେନ୍ଦ୍ର ସୁନାନୀ, ପବିତ୍ର ନାଏକ, ଗୌରବ ସୁନାନୀ, ଜଗନ୍ନାଥ ଶଗଡିଆ, ମଧୁସୂଦନ ନାଏକ, ପ୍ରବୀଣା ଖମାରି, ରଜତକ।ନ୍ତି ଦୂର୍ଗା, ସରସ୍ଵତୀ ଖରସେଲ, ରତ୍ନାବତୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like