-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ମାଁ ଦ୍ବାରସେହ୍ନୀଙ୍କ ଦଶହରା ପୂଜାରେ ଛତ୍ରଉଭା ଯାତ୍ରା, ମୁଖ୍ଯ ରାସ୍ତା ହେଲା ଶୁନଶାନ, ଆଜି ସୋମବାର ଦେବୀଙ୍କ ଡେଙ୍ଗସର୍ଗୀ ଯାତ୍ରା ୯ କି:ମି ରାସ୍ତା ଜନସମୁଦ୍ର ପାଳଟିବ

26-Sep-2022



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଅଦ୍ଧିଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀଙ୍କ ଦଶହରା ପର୍ବ ଆରମ୍ଭ ହୋଇଯାଇଛି। ମୁଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଦଶହରା ପୂଜାରେ ବିଭିନ୍ନ ସମ୍ପ୍ରଦାୟର ସେବାୟତ ମାନଙ୍କ ମଧ୍ଯରୁ ଜାନୀ ସେବାୟତ ତିନିଦିନ ତଳୁ ମହଖଣ୍ଡ ନିକଟସ୍ଥ ଛତରଙ୍ଗ ଜଙ୍ଗଲରୁ ଛତ୍ରବାଉତି ଙ୍କ ପାଇଁ ଉଦ୍ଦିଷ୍ଟ (ଛତରଡାଣୀ) ବାଉଁଶ ଖୋଜିବାକୁ ଯାଇଥିଲେ। ପ୍ରକାଶ ଥାଉକି ଏହି ଛତରଙ୍ଗ ଜଙ୍ଗଲରେ ମାଁ ଛତ୍ରବାଉତି ଙ୍କ ପାଇଁ ଉଦ୍ଦିଷ୍ଟ ବାଉଁଶ ଜଙ୍ଗଲ ରହିଛି । ତା ମଧ୍ଯରୁ ଦେବୀଙ୍କ ଆଦେଶାନୁଯାଇ ଜାନୀ ଗୋଟିଏ ବାଉଁଶ ବାଛି ସେଠାରେ ପୂଜାର୍ଚ୍ଚନା କରି ବାଉଁଶ କାଟି ଚାଳି ଚାଳି ମନ୍ଦିର କୁ ଆସି ପହଞ୍ଚିଛନ୍ତି। ରବିବାର ମହାଳୟା ତିଥିରେ ଛତ୍ରଉଭା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଜାନୀ ସେବାୟତ ସିନ୍ଧେକେଲା ସ୍ଥିତ ମାଁ ଦ୍ବାରସେହ୍ନୀଙ୍କ ମନ୍ଦିର କୁ (ଛତରଡାଣୀ) ବାଉଁଶ ଧରି ପହଞ୍ଚିଛନ୍ତି । ପ୍ରକାଶ ଯୋଗ୍ଯ କାହିଁ କେତେ ଆବାହମାନ କାଳରୁ ମହଖଣ୍ଡ ନିକଟସ୍ଥ ଛତରଙ୍ଗ ଜଙ୍ଗଲରୁ ସିନ୍ଧେକେଲା ପର୍ଯ୍ୟନ୍ତ ମଝିରେ ଯେତେ ଗାଁ ପଡିବ ସେମାନେ ଛତରଡାଣୀ ର ପୂଜାର୍ଚ୍ଚନା କରିବାସହ ଅଧିଆ ପଡନ୍ତି ଏଥିପାଇଁ ନିଜନିଜ ଗାଁ ମାନଙ୍କରେ ପାରମ୍ପରିକ ବାଦ୍ୟ ବଜାଇ ସ୍ବାଗତ କରି ଗାଁର ଠାକୁରାଣୀ ମନ୍ଦିର ଠାରେ ପୁଜାପାଠ ଆଦି ସମ୍ପନ୍ନ ହେବାପରେ ଗାଁ ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚାଇ ବିଦାୟ ନିଅନ୍ତି । ଯୋଉ ଗାଁ ଗୁଡିକ ଦେଇ ଛତରଡାଣୀ ଅତିକ୍ରମ କରନ୍ତି ସେ ଅଞ୍ଚଳର ଦଶହରା ପୂଜା ଶେଷ ହୋଇଯାଇଥାଏ। ହେଲେ ରବିବାର ସିନ୍ଧେକେଲାର ଘରେ ଘରେ ଆବାଳ ବୃଦ୍ଧ ବନିତା ସମସ୍ତେ ଛତ୍ରଉଭା ସମୟରେ ସତର୍କ ରହିବାକୁ ଘରର ମୁରବୀ ମାନେ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା । ବହୁ ପୂର୍ବରୁ ଏକ ମାନ୍ୟତା ରହିଛି ଯେ ସିନ୍ଧେକେଲା ଗାଁକୁ ଛତରଡାଣୀ ପହଞ୍ଚିବା ପରେ ଦୁରିଆ ସେବାୟତ ଏ.....ଏ.... ଶବ୍ଦ କରି ଲୋକଙ୍କୁ ଛତରଡାଣୀ ଯାଉଥିବା ସୁଚେଇ ଦେଇଥାନ୍ତି। ତେବେ ଛତରଡାଣୀ ଆସୁଥିବା ଖବର ପାଇବା ପରେ ଯୋଉ ରାସ୍ତାରେ ଛତରଡାଣୀ ଯାଉଥିଲା ସେହି ରାସ୍ତା ସ୍ବତଃ ପ୍ରବୃତ୍ତ ଭାବେ ଖାଳି ହୋଇ ଶୁନଶାନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ମନ୍ଦିରକୁ ଛତରଡାଣୀ ପହଞ୍ଚିବା ପରେ

ବିଳମ୍ବିତ ରାତିରେ ପୂଜାର୍ଚ୍ଚନା ପରେ ଛତର ତିଆରି କରାଯାଏ। ପରେ ଦିହାରୀ ଦେହରେ ମାଁ ଦ୍ବାରସେହ୍ନୀ ସବାର ହୋଇ ଛତ୍ରବାଉତି ଙ୍କ ଆହ୍ବାନ କରିଥାନ୍ତି ଓ ରିତିନୀତି ପୁଜାପାଠ ହୋଇ ଦେବୀ ରାଜା ଅରୁଣ ସିଂଦେଓ ଙ୍କୁ ଡେଙ୍ଗସର୍ଗୀ ଯାତ୍ରା ପାଇଁ ଆଦେଶ ଦିଅନ୍ତି। ଦେବୀ ଆଦେଶ ଦେଲେ ତା ଆରଦିନ ଡେଙ୍ଗସର୍ଗୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଯାହାକି ରବିବାର ଦେବିଙ୍କ ଆଦେଶ ହେଲେ ଆଜି ସୋମବାର ଦେବୀ ଦ୍ବାରସେହ୍ନୀଙ୍କ ପୀଠରୁ ବୁଢାରଜା ବାହାରି ଇଚଗାଁ ପର୍ଯ୍ୟନ୍ତ ୯ କିଲୋମିଟର ଚାଳି ଚାଳି ଯାଇ ସେଠାରେ ବିବାହ ଉତ୍ସବ ସରିବାପରେ ପୁଣି ଦେବୀ ଦ୍ବାରସେହ୍ନୀ ସିନ୍ଧେକେଲା କୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ଯାତ୍ରା ହେଲେ ଏଥର ନଅ କିଲୋମିଟର ରାସ୍ତା ଜନସମୁଦ୍ର ପାଳଟିବ ବୋଳି ମତପ୍ରକାଶ ପାଇଛି। ଦ୍ବାରସେହ୍ନୀ ଦେବୀଙ୍କ ବିନା ଛତର ର ସାମ୍ନା କରିବା ଶୁଭଙ୍କର ହୁଏନାହିଁ ବୋଳି ବୟସ୍କ ଲୋକେ ଚର୍ଚ୍ଚା କରୁଥିବା ଦେଖା ଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like