-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ମାଁ ଦ୍ବାରସେହ୍ନୀଙ୍କ ଦଶହରା ପୂଜାରେ ଆଜି ହବ ଛତ୍ରଉଭା, ଛତର ର ସାମ୍ନା ନ ହେବାକୁ ଘରେ ଘରେ ବଡମାନଙ୍କ ପରାମର୍ଶ

25-Sep-2022



 ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଅଦ୍ଧିଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀଙ୍କ ଦଶହରା ପର୍ବ ଆରମ୍ଭ ହୋଇଯାଇଛି। ମୁଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଦଶହରା ପୂଜାରେ ବିଭିନ୍ନ ସମ୍ପ୍ରଦାୟର ସେବାୟତ ମାନଙ୍କ ମଧ୍ଯରୁ ଜାନୀ ସେବାୟତ ତିନିଦିନ ତଳୁ ମହଖଣ୍ଡ ନିକଟସ୍ଥ ଛତରଙ୍ଗ ଜଙ୍ଗଲରୁ ଛତ୍ରବାଉତି ଙ୍କ ପାଇଁ ଉଦ୍ଦିଷ୍ଟ (ଛତରଡାଣୀ) ବାଉଁଶ ଖୋଜିବାକୁ ଯାଇଥିଲେ। ପ୍ରକାଶ ଥାଉକି ଏହି ଛତରଙ୍ଗ ଜଙ୍ଗଲରେ ମାଁ ଛତ୍ରବାଉତି ଙ୍କ ପାଇଁ ଉଦ୍ଦିଷ୍ଟ ବାଉଁଶ ଜଙ୍ଗଲ ରହିଛି । ତା ମଧ୍ଯରୁ ଦେବୀଙ୍କ ଆଦେଶାନୁଯାଇ ଜାନୀ ଗୋଟିଏ ବାଉଁଶ ବାଛି ସେଠାରେ ପୂଜାର୍ଚ୍ଚନା କରି ବାଉଁଶ କାଟି ଚାଳି ଚାଳି ମନ୍ଦିର କୁ ଆସୁଛନ୍ତି। ଆଜି ରବିବାର ମହାଳୟା ତିଥିରେ ଛତ୍ରଉଭା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଜାନୀ ସେବାୟତ ଆଜି ସିନ୍ଧେକେଲା ସ୍ଥିତ ମାଁ ଦ୍ବାରସେହ୍ନୀଙ୍କ ମନ୍ଦିର କୁ (ଛତରଡାଣୀ) ବାଉଁଶ ଧରି ପହଞ୍ଚିବେ। ପ୍ରକାଶ ଯୋଗ୍ଯ କାହିଁ କେତେ ଆବାହମାନ କାଳରୁ ମହଖଣ୍ଡ ନିକଟସ୍ଥ ଛତରଙ୍ଗ ଜଙ୍ଗଲରୁ ସିନ୍ଧେକେଲା ପର୍ଯ୍ୟନ୍ତ ମଝିରେ ଯେତେ ଗାଁ ପଡିବ ସେମାନେ ଛତରଡାଣୀ ର ପୂଜାର୍ଚ୍ଚନା କରିବାସହ ଅଧିଆ ପଡନ୍ତି ଏଥିପାଇଁ ନିଜନିଜ ଗାଁ ମାନଙ୍କରେ ପାରମ୍ପରିକ ବାଦ୍ୟ ବଜାଇ ସ୍ବାଗତ କରି ଗାଁର ଠାକୁରାଣୀ ମନ୍ଦିର ଠାରେ ପୁଜାପାଠ ଆଦି ସମ୍ପନ୍ନ ହେବାପରେ ଗାଁ ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚାଇ ବିଦାୟ ନିଅନ୍ତି । ଯୋଉ ଗାଁ ଗୁଡିକ ଦେଇ ଛତରଡାଣୀ ଅତିକ୍ରମ କରନ୍ତି ସେ ଅଞ୍ଚଳର ଦଶହରା ପୂଜା ଶେଷ ହୋଇଯାଇଥାଏ। ଆଜି ରବିବାର ସିନ୍ଧେକେଲାର ଘରେ ଘରେ ଆବାଳ ବୃଦ୍ଧ ବନିତା ସମସ୍ତେ ଛତ୍ରଉଭା ସମୟରେ ସତର୍କ ରହିବାକୁ ଘରର ମୁରବୀ ମାନେ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି। ବହୁ ପୂର୍ବରୁ ଏକ ମାନ୍ୟତା ରହିଛି ଯେ ସିନ୍ଧେକେଲା ଗାଁକୁ ଛତରଡାଣୀ ପହଞ୍ଚିବା ପରେ ଦୁରିଆ ସେବାୟତ ଏ.....ଏ.... ଶବ୍ଦ କରି ଲୋକଙ୍କୁ ଛତରଡାଣୀ

ଯାଉଥିବା ସୁଚେଇ ଦେଇଥାନ୍ତି। ତେବେ ଛତରଡାଣୀ ଆସୁଥିବା ଖବର ପାଇବା ପରେ ଯୋଉ ରାସ୍ତାରେ ଛତରଡାଣୀ ଯାଉଥାନ୍ତି ସେହି ରାସ୍ତା ସ୍ବତଃ ପ୍ରବୃତ୍ତ ଭାବେ ଖାଳି ହୋଇ ଯାଇଥାଏ। ମନ୍ଦିରକୁ ଛତରଡାଣୀ ପହଞ୍ଚିବା ପରେ ପୂଜାର୍ଚ୍ଚନା ପରେ ଛତର ତିଆରି କରାଯାଏ। ଦ୍ବାରସେହ୍ନୀ ଦେବୀଙ୍କ ବିନା ଛତର ର ସାମ୍ନା କରିବା ଶୁଭଙ୍କର ହୋଇନଥାଏ ବୋଳି ଲୋକ କଥା ରହିଆସିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like