-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
18-Sep-2022
ବଲାଙ୍ଗିର (ପ୍ରେରଣା ଖବର) ଠିକାଦାର ପଡା ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀର ଠାରେ ଉପ ସଭାପତି ବଡ ରଣା ଙ୍କ ସଭାପତିତ୍ୱ ରେ ଅନୁଦାନ ପ୍ରାପ୍ତ କିରାଣୀ ସଂଘ ର ପରିଚାଳନା ଓ ଉପଦେଷ୍ଟା କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାହୁ ବୈଠକ ର ଉଦେଶ୍ୟ ଉପସ୍ଥାପନ କରିଥିଲେ I ବୈଠକ ପରେ ସଂଘ ର ସମସ୍ତ କର୍ମକର୍ତା ଓଷ୍ଟା ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିନୋଦ ବିହାରି ପାଣିଗ୍ରାହୀ ଙ୍କୁ ସାକ୍ଷାତ କରି କିରାଣୀ ସଂଘ ର ସମସ୍ୟା ବିଷୟରେ ଆଲୋଚନା କରିବାସହ ଉକ୍ତ ବିଷୟଟିକୁ ଓଷ୍ଟା ତରଫରୁ ସରକାର ଙ୍କ ନିକଟରେ ଦାବି କରିବା ପାଇଁ ଜଣାଇଥିଲେ ଉକ୍ତ ବୈଠକ ରେ ବୌଦ୍ଧ ଜିଲ୍ଲା କିରାଣୀ ସଂଘର କାର୍ଯ୍ୟକର୍ତା ମଧ୍ୟ ଯୋଗଦେଇଥିଲେ I