-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ସ୍ୱଚ୍ଛ ଭାରତ ପକ୍ଷରୁ ବୁଢାରଜା ମନ୍ଦିର ରେ ପଲିଥିନ ମୁକ୍ତ ଓ ସଫେଇ ଅଭିଯାନ।

18-Sep-2022



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ସହର କୁ ସ୍ୱଚ୍ଛ ସୁନ୍ଦର ଓ ପଲିଥିନ ମୁକ୍ତ ସହର ଗଢ଼ିବାକୁ ଅଣ୍ଟା ଭିଡିଛି ସୋନପୁର ର ଅଗ୍ରଣୀ ସ୍ୱଚ୍ଛ ଭାରତ ସଂଗଠନ l ଏବଂ ତାଙ୍କୁ ସହଯୋଗ କରୁଛନ୍ତି ସୋନପୁର କଲେଜ  ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲl ଙ୍କ ଏନ ସି ସି ଟ୍ରୁପ, ଓ ଅନେକ ସଂଗଠନ l ଦୀର୍ଘ ବର୍ଷ ରୁ ଏ ସଂଗଠନ ତେଲ ନଦୀ, ମହାନଦୀ, ମେଡିକାଲ, ବିଭିନ୍ନ ସ୍କୁଲ କଲେଜ, ରାସ୍ତା ଘାଟ, ଯାନି ଯାତ୍ରା ଓ ବିଶେଷ କରି ସମସ୍ତ ମନ୍ଦିର ପର୍ଯ୍ୟଟନ କ୍ଷେତ୍ର ମାନଙ୍କ ରେ ସ୍ୱଚ୍ଛତା କାର୍ଯ୍ୟ ସହିତ  ପଲିଥିନ ସବୁକୁ ଗୋଟାଇ  ସହର କୁ ସ୍ୱଚ୍ଛ ରଖିବାକୁ ଓ ପଲିଥିନ ର ଅପ ବ୍ୟବହାର ରୋକିବାକୁ ଜନସାଧାରଣ ଙ୍କୁ ଏ ଶିବିର ମାଧ୍ୟମ ରେ ସଚେତନତା ବାର୍ତ୍ତା  ଦେଉଛନ୍ତି l ଏଇ ସ୍ବେଛାସେବୀ ଙ୍କ  ମହତ ସେବା କାର୍ଯ୍ୟକୁ ଦେଖି ସହର ର କେତେକ ବଡ଼ ବଡ଼ ମନ୍ଦିର ର ପୂଜକ ଓ କମିଟି ଖୁବ ସଚେତନ ହୋଇ ପଡ଼ିଥିବା ଜଣା ଯାଇଛି l ବିଶ୍ୱ ପ୍ରସିଦ୍ଧ ମହା ବଳୀ ଯାତ୍ରା ର ମହାଳୟା ପୂଜା ଅବସର ରେ ଆଜି ସହର ର ବୁଢାରଜା ମନ୍ଦିର ରେ ସ୍ୱଚ୍ଛ ଭାରତ ପକ୍ଷରୁ ପଲିଥିନ ମୁକ୍ତ ଅଭିଯାନ କରାଯାଇ  ଗଦା ଗଦା  ପଲିଥିନ ଓ ଅଳିଆ ସବୁ ଗୋଟା ଯାଇଥିଲା l ବିଗତ ମାସରେ ସୁବର୍ଣ୍ଣପୁର ଏସପି ଙ୍କ ନେତୃତ୍ବ ରେ  ସୋନପୁର ପୋଲିସ, ସ୍ୱଚ୍ଛ ଭାରତ ଓ ସହର ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର 300 ରୁ ଊର୍ଧ୍ଵ ସ୍ବେଛାସେବୀ ଙ୍କ ସହଯୋଗ ରେ ସହର ର ବୁଢାରଜା ଛକ ରୁ କଚେରୀ ଛକ ଯାଏ  ଶହ ଶହ ବସ୍ତା ପଲିଥିନ ଓ ଅଳିଆ ଆବର୍ଜନା କୁ ସଫା କରାଯାଇ ଏକ ମେଗା ସଚେତନତା ଅଭିଯାନ  କରାଯାଇଥିଲା l ପ୍ରକାଶ ଥାଉ କି ଯେ ସୁବର୍ଣ୍ଣପୁର ପୌର ପ୍ରଶାସନ ର  ଭିଜନ କ୍ଲିନ ସୋନପୁର ଅଭିଯାନ ଯେତିକି ମିଟିଙ୍ଗ ଇଟିଙ୍ଗ ଓ କାଗଜ ପତ୍ର ରେ ବହୁ ଆଡମ୍ବର ରେ ଚାଲିଛି ସେଇ ପରିମାଣ ରେ କିନ୍ତୁ କାର୍ଯ୍ୟ କରୁନଥିବା ବିଷୟ ଏବେ ସହରର ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି l  ତାକୁ କିନ୍ତୁ କିଛି ମାତ୍ରl ରେ କାର୍ଯ୍ୟ ରେ ପରିଣତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସହର ର କିଛି ସ୍ବେଛାସେବୀ ଅନୁଷ୍ଠାନ ଓ ସଚେତନ ନାଗରିକ l ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର ଓ  ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ, ଶ୍ରୀବତ୍ସ ମଲ୍ଲିକ, ବିନୋଦ ମେହେର, ଙ୍କ ପରାମର୍ଶ ରେ କୋଡିନେଟର ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନା ରେ ଏବଂ ଉପଦେଷ୍ଟା ଗରିବ ଲୋଇ, ଅଶୋକ ହୋତା, ରାମ ଚନ୍ଦ୍ର ଅଗ୍ରୱାଲା, ଗଣେଶ ମିଶ୍ର, ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ,  ଅଭିମନ୍ୟୁ କୁଶଳ, ଲଡ଼ୁ କିଶୋର ମଲ୍ଲିକ, ପୋଲିସ ଆର ଆଇ ପ୍ରଦ୍ୟୁମ୍ନ ପଟେଲ, ମନୋଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଡା, ସୁନୀଲ ମହାପାତ୍ର, ଅନନ୍ତ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ବିଶି, ପଦ୍ମାବତୀ ମେହେର, ବାସନ୍ତି ମେହେର, ସୌରଭ ଖମାରି, ,ଆରତୀ ଖମାରି,, ଦିଲ୍ଲୀପ ଭୁକ୍ତା,ସିମାଞ୍ଚଳ ହୋତା, କାନ୍ହୁ ସାହୁ, ରୋମୁ ତିୱାର, ଜୟ ନାରାୟଣ ସାହୁ, ସଂଜୀବ ପାଢ଼ୀ, ପ୍ରମୋଦ ମାହାନା, ତରଣୀ ମେହେର,  ପ୍ରମୋଦ କୁମାର ସାହୁ, ପ୍ରଫୁଲ୍ଲ ନାଏକ, ନାରାୟଣ ରଥ, ପ୍ରତାପ ଦାଶ, ସଂଗୀତା ନାଏକ, ଜୟନାରାୟଣ ସାହୁ, ଡା, ସରୋଜ ପଟେଲ, ସୁଶାନ୍ତ ସାହୁ, ଜୟନ୍ତ ବେହେରା, ବୃନ୍ଦାବନ ରଥ, ଜୟନ୍ତୀ ରଥ, ପ୍ରହଲ୍ଲାଦ ମିଶ୍ର, ଅମର ଭୁତ, ତ୍ରିଲୋଚନ ତରିଆ, ଚୌଧୀରି ବିଭାର, କ୍ରିଷ୍ନା ମେହେର, ସୁରଭି ପ୍ରିୟଦର୍ଶନୀ, ଶୁଭମ ହୋତା, ଗୋପେଶ ଭୁତ, ମନୀଷା ବେହେରା, ପ୍ରମୁଖ ସମସ୍ତ ସଭ୍ୟ ଙ୍କ ସହଯୋଗ ରେ  ସୋନପୁର ମନମୁଣ୍ଡା ଉଭୟ ସହର ରେ ସଫେଇ ଓ ପଲିଥିନ ମୁକ୍ତ  ସଚେତନତା ଅଭିଯାନଅନବରତ ଭାବେ ଜାରିରହିଛି l ସଂଗଠନ ର ସଭାପତି ଲଷ୍ମୀ ନାରାୟଣ ମେହେର ଓ ଉପଦେଷ୍ଟା ଗରିବଲୋଇ ଙ୍କ ଆରୋଗ୍ୟ କାମନା କରି ଆଜି ସଂଗଠନ ପକ୍ଷରୁ ସାମୁହିକ ପ୍ରାର୍ଥନା କରା ଯାଇଥିବା ପ୍ରକାଶ l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like