-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||     

HOME   ଜିଲ୍ଲା

ବଡ଼ବଡ଼ିଆ ଙ୍କ ନୂଆଖାଇ , ତଳତଳିଆ ଙ୍କୁ ପଚାରେ କିଏ

01-Sep-2022



ବଲାଙ୍ଗୀର:- ଆଜି ଥିଲା ନୂଆଖାଇ । ଭାଇଚାରା ର ପର୍ବ । ପଶ୍ଚିମ ଓଡ଼ିଶାର ଏକ ନିଆରା ପର୍ବ ।ନୂଆ ଧାନ ,ଶସ୍ୟ ଦେବୀ ଦେବତାଙ୍କୁ ଅର୍ପଣ ପରେ ,ପ୍ରଚଳିତ ପ୍ରଥା ଅନୁଯାୟୀ ନୂଆ ଖିଆଯାଏ । ଗରିବ ହେଉ କିମ୍ବା ଧନୀ ହେଉ ସକ୍ଷମ ଅନୁଯାୟୀ ଏହି ପର୍ବ ପାଳନ କରିଥାନ୍ତି । ଚଢ଼ା ପରିବା ଦର ଯୋଗୁ ଅନେକ ନୂଆ ଧାନ ର ଚୁଡ଼ା କୁ ତାଙ୍କ ଇଷ୍ଟ ଦେବାଦେବୀ ଙ୍କୁ ଅର୍ପଣ କରି ନୂଆ ଖାଇଥାନ୍ତି । ଦାରିଦ୍ର୍ୟ ଯୋଗୁଁ ହଜାର ହଜାର ଲୋକେ ବାହାର ରାଜ୍ୟକୁ କାମ ପାଇଁ ଯାଇ ନିଜର ସର୍ବସ୍ବ ହରାଇ ଆସୁଥିବା ବେଳେ ସେମାନେ  ନୂଆଖାଇ ପର୍ବ କିଭଳି ପାଳନ କରୁଛନ୍ତି ସମ୍ବାଦ ପୃଷ୍ଟା ମଣ୍ଡନ ହେଉନାହିଁ । ଅଭାବ ଯୋଗୁ ତଳସ୍ତର ଲୋକେ ନୂଆଖାଇ ପର୍ବ କିଭଳି ପାଳନ କରୁଛନ୍ତି ତାର ସୂଚନା କିମ୍ବା ସମ୍ବାଦ ଗଣମାଧ୍ୟମ ରେ ପ୍ରକାଶିତ ହେବା ଜରୁରୀ ନୁହେଁ କି? ମାଆ ତାର ଜନ୍ମ କଲା ଶିଶୁ କୁ ଦାରିଦ୍ର୍ୟ ଯୋଗୁଁ ବିକ୍ରି କରିବାକୁ ପଛାଏ ନାହିଁ । ଏଭଳି ଜିଲ୍ଲା ରେ ସାଧାରଣ ଜନତା କିଭଳି ନୂଆଖାଇ ପାଳନ କରୁଛନ୍ତି,ଦରିଦ୍ରତା ଯୋଗୁ ନୂଆ ଖାଇଲେ କି ନାହିଁ,କିମ୍ବା କେଉଁ କାରଣରୁ ଏହି ଭାଇଚାରା ର ପର୍ବ ପାଳନ କରି ପାରିଲେ ନାହିଁ ସମ୍ବାଦ ପରିବେଷଣ ହୋଇ ପାରୁନାହିଁ । କିନ୍ତୁ ପ୍ରତିବର୍ଷ ରାଜା ଘରେ କିଭଳି ନୂଆଖାଇ ପାଳନ କଲେ ସମ୍ବାଦ ପତ୍ର ର ମୁଖ୍ୟ ପୃଷ୍ଠା ମଣ୍ଡନ ହୁଏ । ରାଜନେତା ମାନେ ପାଳନ କରୁଥିବା ନୂଆଖାଇ ର ବିଶଦ ବିବରଣୀ ପ୍ରକାଶିତ ହେଉଥିବା ବେଳେ ନୂଆଖାଇ ରେ ମଲିମୁଣ୍ଡିଆ ଙ୍କ ଦୁର୍ଦ୍ଦଶା ସମ୍ପର୍କରେ କଲମ ଚଳେଇବା ଯଥାର୍ଥ ନୁହେଁ କି? ନୂଆଖାଇ ରେ ସାଧାରଣ ଜନତା କିଭଳି କେଊ ପରିସ୍ଥିତି ରେ ଏହି ପର୍ବ ପାଳନ କରୁଛନ୍ତି ବିଶଦ ବିବରଣୀ ପ୍ରକାଶିତ ହେଲେ ସରକାର ଜାଣିବେ ରାଜକୋଷରୁ ଆସୁଥିବା ଅର୍ଥ ଜିଲ୍ଲାରେ କିପରି ଭାବରେ ଖର୍ଚ୍ଚ ହେଉଛି । ବର୍ଷ ବର୍ଷ ଧରି ଏହି ଜିଲ୍ଲା କୁ କେ ବି କେ ରେ ଅନ୍ତର୍ଭୁକ୍ତ କରାଯାଇ କୋଟି କୋଟି ଟଙ୍କା ଆସିଥିଲେ ମଧ୍ୟ ପ୍ରତିବର୍ଷ ଦାଦନ ସମସ୍ୟା ଜଟିଳ ହେବାରେ ଲାଗିଲାଣି । ଦାରିଦ୍ର୍ୟ ରେଖା ତଳେ ଜୀବନ ବିତାଉଥିବା ସାଧାରଣ ଲୋକ ଙ୍କ ନୂଆଖାଇ ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିବା ପରିବର୍ତ୍ତେ ରାଜା ଘର ଏବଂ ନାମୀ ଦାମୀ ରାଜନେତା ଙ୍କ ନୂଆଖାଇ ସମ୍ପର୍କରେ ଫାଲ ଫାଳ ଲେଖିଲେ ଲାଭ କଣ । ନୂଆଖାଇ ଧନୀ ଗରିବ ସମସ୍ତଙ୍କ ପାଇଁ ଏକ ନିଆରା ପର୍ବ ହେଉ ଏବଂ କେହି ଦାରିଦ୍ର୍ୟତା ଯୋଗୁଁ ନୂଆଖାଇ ରୁ ବଞ୍ଚିତ ନ ହେଉ ।ଏହାହିଁ ଲେଖାର ଉଦ୍ଦେଶ୍ୟ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026

You Might Also Like