-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
31-Aug-2022
ବଲାଙ୍ଗୀର(ପ୍ରେରଣା ଖବର) ଆଜି ବାଇକ୍ ରେ ସ୍ୱାମୀ ସ୍ତ୍ରୀ କୌଣସି ଏକ ସ୍ଥାନକୁ ଯାଉଥିବା ସମୟରେ ବାଇକ୍ରୁ ପଡି ସ୍ତ୍ରୀ ଗୁରୁତର ହୋଇଥିବା ଖବର ମିଳିଛି । ଏପରିକ ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲବ୍ଲକ କଟାପାଲି ଗାଁ ରେ । ଏହି ଗାଁ ର ମିତ୍ର କଠାର ନିଜ ସ୍ତ୍ରୀ ଡାଲିମ କଠାର କୁ ଧରି ଫଲକିମୁଣ୍ଡାରୁ କଟାପାଲିକୁ ବାଇକ୍ ରୁ ଯାଉଥିବା ସମୟରେ ରାସ୍ତାରେ ଏକ ହମ୍ପସ ପାଖରେ ପଡି ସ୍ତ୍ରୀ ଡାଳିମ୍ବ ଗୁରୁତର ଆହାତ ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ଡାଳି୍ମ୍ବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର ମାନେ କହିଛନ୍ତି ।