-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ପୁଇଁତଳା, (ବିନୋଦ କୁମାର ଦୀପ): ଅମୃତ ମହୋତ୍ସବ ହରଘର ତ୍ରିରଙ୍ଗା ଅଭିଯାନ ଦିଲ୍ଲୀପ କୁମାର ନାଏକ ତଥା କୁରୁଲ ପଂଚାୟତ ଅଧିନସ୍ତ ଭରତବାହାଲ ଗ୍ରାମଵାସୀଙ୍କ ଦ୍ଵାରା ପରିଚାଳିତ ହେଇଥିଲା l ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ନିକି, ନିଖିଲ, ନୁତନ, ସମ୍ବିତ, କାହ୍ନା, ରଘୁମଣୀ, ପ୍ରଦୀପ, ଦୁର୍ଗା, ଲାଏଵାନ, ବିଷ୍ଣୁ, କରୁଣାକର, ରାମ, ଅନନ୍ତ, ନିଷତ, ଫକୀରମୋହନ, ହାଡୁ, ବିଶ୍ଵଜିତ, ପିଣ୍ଟୁ, ଆଲୋକ, ରୋଷନ, ଅଙ୍କିତ, ଘାସି, ରବୀନ୍ଦ୍ର l ମହୋତ୍ସବଟି ମିଶନ ଶକ୍ତି ଏସଏଚଜି ଗ୍ରୁପର ହରିପ୍ରିୟା, ଦୀପାଞ୍ଜଳୀ, ସ୍ତ୍ରେହଲତାଯାମା, ରୁପକାନ୍ତି, ରସ୍ମିତା, ପାଞ୍ଚାଳି, ସଂଯୁକ୍ତା, ସୁଦେସ୍ନା, ପୁଷ୍ପା, ରିଙ୍କି, ଧରିତ୍ରୀ, ପୁନମ, ମମତା, ସୈାଦାମିନୀ, ସୁମିତ୍ରା, କଳାବତି, ଜମ୍ବୋବତି ଓ ସରୋଜିନୀ ପ୍ରମୁଖଙ୍କ ଉପସ୍ଥିତିରେ ପାଳନ କରାଗଲା l