-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗାଦିରେ ଵକଳ ଧାରି ବାବାଙ୍କ ଦାଦାଗିରିରେ ସ୍ଥାନିୟ ଜନ
ସାଧାରଣ ଅସ୍ତଵ୍ୟତ ହୋଇପଡିଲେଣି
ଯେଉଁଠି ସର୍ବଧର୍ମ ର ମୂଖ୍ୟ ମହିମା
ଧର୍ମ ଵୋଲାଉଥିବା। ଵାଵାମାନେ ନିଜେଧର୍ମ ଵୁଡାଇ ସାରିଲେଣି। ଏଠି
କହିବା କାହାକୁ। ଅନ୍ଦମୁନିଭିମୋ
ଭୋଇ। ଯାହାକହିଥିଲେ ତାହାର
ସମ୍ପୁର୍ଣ୍ଣ ଓଲୋଟା ଦେଖିବାକୁ ମିଳୁଛି
ଏତିକିରେ ବାବା କରୁଛନ୍ତି ଚୋରାଵେପାର ଅନେକ ସମୟରେ
ଆପଣ ବାବାମାନଙ୍କର କଳା କାରନାମା ଦେଖିବାକୁ ପାଇଥିବେ
ଆମେ ଆପଣଙ୍କୁ ଦେଖାଉଛୁ ଯେଉଁଠିକି ହଜାରହଜାର ଭକ୍ତମାନେ
ଆସନ୍ତି ଟିକେ ଆଶ୍ରିବାଦନେଵା ପାଇଁ
ସେଠି। ଵକଳବାବା କୋଉପୁନି
ବାବାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ । ଏହା ଅନେକଦିନହେଲା ଲାଗିଥିବାବେଳେ
ପ୍ରଶାସନ ଛତ୍ରଛାୟାତଳେ ବକଳ ବାବା ଙ୍କ ମୂଖ୍ୟ ଵୋଲାଉଥିବା ବାବା
ହନୁମାନ। ଏଥିରେ ସ୍ଥାନିୟ ଜନସାଧାରଣ ଵି ଵର୍ତି ନାହାଁନ୍ତି ଖବର ପାଇ ଆମଗଁଦିଆ ମିଳିତ ସାମ୍ବାଦିକ ସଂଘର ସଦସ୍ୟ ପହନ ସେଠି ସେମାନେ ଵି ଆକ୍ରୋଶର ଶିକାରହୋଇଛନ୍ତି ସ୍ଥାନିୟ ଲୋକଙ୍କ ଅଭିଯୋଗୋ ଯଦି ଵାବାଙ୍କର ଏଭଳି କାର୍ଯ୍ୟକ୍ରମ ଆଗକୁ ଯାରିରହେ ତେବେ। ସେମାନେ ମହିମା ଗାଦିକୁ ଚାବି ପକାଇ ପ୍ରଶାସନ ଆଗରେ ଧର୍ମଘଟ କରିବେ ବୋଲି ଖୋଲାଚେତାବନୀ ଦେଇଛନ୍ତି l
(ଢେଙ୍କାନାଳରୁ ଶ୍ରୀଧର ପାତ୍ରଙ୍କ ରିପୋର୍ଟ)