-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
07-Aug-2022
ବୌଦ୍ଧ (ଅକୃର ସାହୁ) ବୌଦ୍ଧ ସହର ସ୍ଥିତ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଜ଼ିଲ୍ଲା ର ନମୁନା ପଞ୍ଜିକରଣ ବ୍ୟବସ୍ଥା ପି. ଟି. ଇ. ମଡ୍ୟୁଲ ମୋବାଇଲ ଆପ ଟ୍ରେନିଂ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ
ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଟ୍ରେନିଂ କାର୍ଯ୍ୟକ୍ରମରେ ଜଣଗଣନା ନିର୍ଦ୍ଦେଶାଳୟ ଉପ ନିର୍ଦେଶକ ଡ଼. ଅଭୟ ନାରାୟଣ ନାୟକ, ସହକାରୀ ଜିଲ୍ଲାପାଳ ସାଧାରଣ ବିବିଧ
ବିଭାଗ ଚନ୍ଦ୍ରକାନ୍ତ ବେହେରା,ନୋଡ଼ାଲ ଅଫିସର ମହନ ଚନ୍ଦ୍ର ପୁରଧୁଲ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ର ସାମୂହିକ ଗଣନାକାରୀ (ପି. ଟି.ଇ) ଭାବେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇଥିଲେ l ଏଥିରେ ୨୯ ଜଣ ପିଟିଇ ଯୋଗ ଦେଇଥିଲେ ।