-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
07-Aug-2022
ପାଟଣାଗଡ(ସଚ୍ଚିଦାନନ୍ଦମହାକୁ)-ମାହେଶ୍ଵରି ସଂଗଠନ ପାଟଣାଗଡ଼ ଶାଖା ତରଫରୁ ଟୁରେକେଳା ବ୍ଲକ ଵଡଵାଙ୍କି ପଞ୍ଚାୟତ ସାଳେମୂଢ ଗ୍ରାମର ଅସହାୟ ମହିଳା ଟିକେମଣି ହଂସ ଙ୍କୁ ସହାୟତା ପ୍ରଦାନ କରାଯାଇଛି ! ପାଟଣାଗଡ ମାହେଶ୍ଵରୀ ସଂଗଠନ ସଭାପତି ନିରୋଜ ପଟେଳ ଓ ଦିବ୍ୟାଙ୍ଗ ଆଶ୍ରମର ଇନଚାର୍ଚ୍ଚ ରୋଜାଳିନ ଦାସ ଙ୍କ ଉଦ୍ୟମରେ ସାଳେମୁଢକ ଗାଁକୁ ପହଞ୍ଚି ଆର୍ଥିକ ସହାୟତା ରାସନ ଶାମଗ୍ରି ଦେଇଥିଲେ !