-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||     

HOME   ଜିଲ୍ଲା

ପ୍ରେସ କ୍ଲବର ନିର୍ବାଚନ ଶେଷ: ସଭାପତି ହେଲେ ପ୍ରଭଜିତ ସିଂ ସାଲୁଜା ଏବଂ ସଂପାଦକ ଯୁଗଲ କିଶୋର ଶବର

31-Jul-2022



କଣ୍ଟାବାଞ୍ଜି (ଆନନ୍ଦ ମୋଟେ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଗ୍ରଣୀ ଅନୁଷ୍ଠାନ ପ୍ରେସ କ୍ଳବର ନିର୍ବାଚନ ଶେଷ ହୋଇଯାଇଛି । ସଭାପତି ଭାବେ ପ୍ରଭଜିତ ସିଂ ସାଲୁଜା , ସମ୍ପାଦକ ପାଇଁ ଯୁଗଲ କିଶୋର ଶବର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ସଭାପତି  ପ୍ରଭାଜିତ ସିଂ ସାଲୁଜା ସମ୍ବାଦ କଲିକା ପ୍ରତିନିଧି, ଏବଂ ସମ୍ପାଦକ ଭାବେ ଯୁଗଲ କିଶୋର ଶବର ଓଡ଼ିଶା ଏକ୍ସପ୍ରେସ ପ୍ରତିନିଧି, ନିର୍ବାଚିତ ହୋଇଛନ୍ତି  ।  ଆଜି ପ୍ରେସ କ୍ଲବର ଅନ୍ୟ କର୍ମକର୍ତା ସଭାପତି ଏବଂ ସଂପାଦକ ଚୟନ କରିଛନ୍ତି ।କୋଷାଧ୍ୟକ୍ଷ ଦୈନିକ ଭାସ୍କର ( ହିନ୍ଦି) ପ୍ରତିନିଧି କମଲ ଜିତ ସିଂ ମଖୀଜା, କାର୍ଯ୍ୟକାରି ସଭାପତି ଭାବେ  ନିୟୁଜ ସେଭେନ ପ୍ରତିନିଧି  ସୁରଦାସ ବାଗ , କୋଷାଧ୍ୟକ୍ଷ ଦୈନିକ ଭାସ୍କର ( ହିନ୍ଦି) , ଉପସଭାପତି ଭାବେ ନନ୍ଦିଘୋଷ ପ୍ରତିନିଧି ରଶ୍ମି ରଂଜନ ପୁଟେଲ, ନବଭାରତ ପ୍ରତିନିଧି ମନୋଜ ଶର୍ମା, ହଲଦି ସମ୍ବାଦ ପ୍ରତିନିଧି ସୁବ୍ରତ ମହାକୁଡ, ତୁରେକେଲା ସମ୍ବାଦ ପ୍ରତିନିଧି ତୁଲସି ରାମ୍ ଜଗତ, ସହ-ସଂପାଦକ ଭାବେ ତୁରେକେଲା ସକାଲ ଖବର କାଗଜ ପ୍ରତିନିଧି ରୋହନ ମହତ , ବିସିକେଶନ ମାଝି ( ଅଫିସ) ,ଉପଦେଷ୍ଟା କମିଟିରେ  ସୁଶାସନ କଣ୍ଟାବାଞ୍ଜି ଆଶିଷ ଖଇତାନ, ସମ୍ବାଦ କନ୍ତାବାଞ୍ଜି ଦୁର୍ଗା ପ୍ରସାଦ ଗୁପ୍ତା, ପ୍ରେରଣା କଣ୍ଟାବାଞ୍ଜି ଆନନ୍ଦ ମୋଟେ, ଆଇନ ପରାମର୍ଶ ଦାତା ଯୁବ ଆଇନଜିବୀ ବିବେକ ଶର୍ମା । କାର୍ୟ୍ୟିକାରି ସଦସ୍ୟ କଲିଙ୍ଗ ଟିଭି ପ୍ରତିନିଧି ଦିପକ ଦାସ ୟାଦବ, ସିନ୍ଧେକେଲା ସମ୍ବାଦ ପ୍ରତିନିଧି ଅନିଲ ତ୍ରିପାଠି, ବଙ୍ଗୋମୁଣ୍ଡା ଦର୍ଶନ ଖବର କାଗଜ ପ୍ରତିନିଧି ସୁଶାନ୍ତ ବେହେରା, ଏ ଏନ ଆଇ  ପ୍ରତିନିଧି  ଅଙ୍କୁର ଅଗ୍ରୱାଲ,  ଦିପକ ପାଣିଗ୍ରାହୀ, ଜଗମୋହନ ତାଣ୍ଡି, ବିଶ୍ବବାଣୀ ଗଣେଷ ଦାସ,  ସୁଶାସନ ବିକାଶ ଶର୍ମା,  ସମାଜ ସିନ୍ଦୀକେଳା ଦିନେଶ ଜୈନ, ସୁଶାସନ ଦେବେଷ  ଅଗ୍ରୱାଲ,  ସମ୍ବାଦ ବଙ୍ଗୋମୁଣ୍ଡାଅଶୋକ ଖମାରୀ ମନୋନୀତ ହୋଇଛନ୍ତି


News Comment




Photo in News

Advertisment
Lastest News
  ରାଜ୍ୟ  
୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   03-Sep-2026
  ଜିଲ୍ଲା  
ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   03-Sep-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   03-Sep-2026
  ରାଜ୍ୟ  
ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା   03-Sep-2026
  ଜିଲ୍ଲା  
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   03-Sep-2026
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026

You Might Also Like