-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
24-Jul-2022
ବଲାଙ୍ଗିର (ପ୍ରେରଣା ଖବର) ବିଶାଖାପାଟଣା ରୁ ଝାରସୁଗୁଡ଼ା ଯାଉଥିବା ଏକ ୧୮ଚକିଆ ଟ୍ରେଲର ଗାଡି ବଲାଙ୍ଗିର ସହରସ୍ଥିତ ପlଟନେଶ୍ଵରୀ ମନ୍ଦିର ଛକ୍ ଠାରେ ବ୍ରେକ୍ ଡାଉନ୍ ହୋଇଯାଇଥିବା ଯୋଗୁଁ ବଲାଙ୍ଗିର - ସୋନପୁର ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା l ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ଭାରିଯାନ ଟି ଏପରି ବ୍ରେକ୍ ଡାଉନ୍ ହୋଇ ପଡିଥିବା ଯୋଗୁଁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା l ସକାଳେ ଖବର ପାଇ ଅଗ୍ନିସମ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ଗାଡି କୁ ରାସ୍ତା ମଝି ରୁ ହଟା ଯିବା ପରେ ଗମନାଗମନ ସ୍ୱାଭାବିକ ହୋଇଥିଲା